ଟଏଲେଟ କମୋଡ଼ ରେ ମଳତ୍ୟାଗ କରୁଥିଲେ ମହିଳା ହଠାତ ଅଜଗର ବାହାରି କାମୁଡି ଧରିଲା ମହିଳାଙ୍କ ମଳଦ୍ୱାର କୁ

ଟଏଲେଟ୍ ରେ ଅଜଗର ସାପ I ଥରେ ଭାବନ୍ତୁ ତ ଆପଣମଳତ୍ୟାଗ ପାଇଁ ଟଏଲେଟ ଯାଇଛନ୍ତି ଏବଂ ଟଏଲେଟ ରେ ଅଜଗର ସାପ ,ଆପଣ କଣ କରିବେ ?? ନିହାତି ଭାବରେ ଚିତ୍କାର କରି ଦଉଡି ପଳାଇଆସିବେ Iକିନ୍ତୁ ଯଦି ସାପ ଅଜାଣତରେ କାମୁଡି ଧରେ ??ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି ବ୍ରିସବେନ୍ଠାରେ I ହେଲେନ୍ ରିଚାର୍ଡସ୍ ନାମକ ଜଣେ ମହିଳା ତରବରରେ ଲାଇଟ୍ ନ ଜଳାଇ ଟଏଲେଟ୍ ରେ ପଶି ମଳତ୍ୟାଗ କରିବା ବେଳକୁ ତାଙ୍କୁ କେହି ଜଣେ କାମୁଡି ଦେଇଥିଲା I ଲାଇଟ ମାରି ଦେଖନ୍ତି ତ 5ଫୁଟ ର ଏକ ବିଶାଳ ଅଜଗର ସାପ ଟଏଲେଟ କମୋଡ଼ ରେ ବସିରହିଥିଲା I

ମହିଳା ଜଣଙ୍କ ବସିପଡ଼ିବାରୁ ବାହାରକୁ ଯିବାକୁ ବାଟ ନପାଇ ମହିଳାଙ୍କ ମଳଦ୍ୱାର କୁ କାମୁଡ଼ିଦେଇଥିଲା ଅଜଗର ଟି I ଘଟଣା ସ୍ଥଳରେ ସାପ ଧରାଳି ପହଂଚି ଅଜଗର ଟିକୁ ଉଦ୍ଧାର କରିଥିଲେ I

Leave a Reply

Your email address will not be published. Required fields are marked *