କାଳିଆ ବୋଳିଦେଲା କଳା ଆଉ କିଛି ଘୋଟଲା ଧରାପଡ଼ିବା ପୂର୍ବରୁ କାଳିଆ ୱେବସାଇଟ ରୁ ଡାଟା ଗାଏବ

କୃଷି କଲେ ଉର୍ନତ ସକଳ ଉର୍ନତି ର ନାରା ଦେଇ କୃଷକ ମାନଙ୍କ ପାଇଁ ଏକ ନୂତନ ଯୋଜନା ର ଆରମ୍ଭ ହେଇଥିଲା I ଜଗନ୍ନାଥ ଙ୍କ ନାମ କାଳିଆ ରେ ହେଇଥିଲା ନାମକରଣ I ଅତି ସହଜରେ \ମଧ୍ୟ ଏହା ଲୋକଙ୍କ ପାଖରେ ପହଁଚିପାରିଥିଲା I ତେବେ କାଳିଆ ଘୋଟଲା ର ଏକ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେକାଳିଆ ର କଳା ଖବର ଗୋଟିକ ପରେ ଗୋଟିଏ ସୋସିଆଲ ମିଡ଼ିଆ ତଥା ୱେବ ଚାନେଲ ରେ ପ୍ରସାରଣ ପରେ କାଳିଆ ଯୋଜନା ର ୱେବ ସାଇଟ ଯେଉଁଥିରେ କି କାଳିଆ ସଂକ୍ରାନ୍ତ ସମସ୍ତ ହିତାଧିକାରୀ ଙ୍କ ବିବରଣୀ ମିଳିପାରୁଥିଲା ଆଉ ଦେଖିବାକୁ ମିଳୁନି I

ଅକସ୍ମାତ ସମସ୍ତ ଡାଟା କୁ ଗାଏବ କରିଦିଆଯାଇଛି Iକାଳିଆ ଯୋଜନାରେ କେଉଁମାନେ ହିତାଧିକାରୀ ବୋଲି ଦେଖିବାକୁ କ୍ଲିକ କଲେ ଲେଖୁଛି କମିଙ୍ଗ ସୁନ୍

I ଏହା ପଛରେ ଚର୍ଚ୍ଚା ହେଉଛି କି ଆଉ କିଛି କଳା କାରନାମା ଧରା ପଡିଯିବା ଭୟରେ ଏପରି ତରବରିଆ ଭାବରେ ଡାଟା କୁ ଲୁଚାଇ ଦିଆଯାଇଛି I

Leave a Reply

Your email address will not be published. Required fields are marked *