ଘୋର କଳିକାଳ:ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରି ଯୁବକ ଗିରଫ

ଦିନ କୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି I ଯେତେ ସଚେତନ କଲେ ମାନସିକତାରେ ପରିବର୍ତନ ଆସୁନି I ତେବେ କେବେ ଭାବିଛନ୍ତି କି ମୃତ ମହିଳା ଙ୍କ ସହିତ ବଳାତ୍କାର ?? ହଁ ଆଜ୍ଞା ଏପରି ଘଟିଛି ଇଂଲଣ୍ଡରେ I କାସିମ ଖୁରାମ ନାମକ ଜଣେ ୨୩ ବର୍ଷୀୟ ଯୁବକ ଅତ୍ୟଧିକ ମଦ ପାନ ସେବନ କରିବା ପରେ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ I ମଦାନିଶାରେ ଇଂଲଣ୍ଡ ର ସେଣ୍ଟ୍ରାଲ ଇଂଲଣ୍ଡ କୋ ଅପରେଟିଭ ଫ୍ୟୁନେରାଲ କେୟାର ହୋମ ଭିତରେ ଜୋରଜବରଦସ୍ତ ପଶି କଫିନ ଗୁଡ଼ିକରୁ ମୂଲ୍ୟବାନ ଅଳଙ୍କାର ଚୋରି କରିଥିଲା ତେବେ କଫିନ ଭିତରୁ ଜଣେ ମହିଳାଙ୍କ ଶବ ବାହାରିବା ପରେ ଯୁବକ ଜଣଙ୍କ ନିଶାରେ ଥିବାରୁ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା

I ଘଟଣା ସ୍ଥଳରେ ପୋଲିସ ପହଂଚି ଚକିତ ହେଇଯାଇଥିଲେ ଏବଂ ଯୁବକକୁ ଗିରଫ କରିଥିଲେ I ଘଟଣାର ତଦନ୍ତ କରି ଯୁବକଙ୍କୁ 6ବର୍ଷ ଜେଲ ଦଣ୍ଡ ଦିଆଯାଇଛି I

Leave a Reply

Your email address will not be published. Required fields are marked *