ଏଣିକି ଅନଲାଇନ ରେ ହେବ UPSE ଏବଂ OPSE ପରୀକ୍ଷା।

ଏଣିକି ଅନଲାଇନ ରେ ହେବ UPSE ଏବଂ OPSE ପରୀକ୍ଷା।ଘରେ ବସି ଫର୍ମ ପୂରଣ ଫି ପୈଠ ଏବଂ ରେଜଲ୍ଟ ଜାଣିବା ପର୍ଯ୍ୟନ୍ତ ସବୁ କାମ ଅନଲାଇନ ରେ ହେବ। ଭୁନେଶ୍ଵରଠାରେ ଅବସ୍ଥିତ UPSE ଏବଂ ରାଜ୍ୟ ଲୋକସଭା ଆୟୋଗ୍ୟଙ୍କ ସମ୍ମିଳନୀରେ ଏହା ଆୟୋଜନ କରାଯାଇଥିଲା।

ଏହାଦ୍ବାରା ପରୀକ୍ଷା ପ୍ରକ୍ରିୟା ସରଳ ହେବା ସହିତ ଅନିୟମିତତା ରୋକିବା ମଧ୍ୟ କରାଯାଇପାରିବ।ଚାକିରି ଆଶାୟୀ ପରୀକ୍ଷା ବେଳେ ଯେଭଳି ମାନସିକ ସ୍ଥରରେ ହଇରାଣ ନ ହେବେ ସେଥିଲାଗି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ୟୁପିଏସ୍ ସି ଏଭଳି ଯୋଜନା କରିଛନ୍ତି।ଏହାଦ୍ବାରା ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆସିବ ଏବଂ ପିଲାମାନେ ନିଜ ନିଜର ଉତ୍ତର ଖାତା ଦେଖି ପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *