ଆମେ ଗରିବ ପିଲା ଆମ ସେଲ୍ଫି ଭଲ ଲାଗୁଚି ତ ?ଚପଲ ରେ ଉଠାଉଥିଲେ ସେଲ୍ଫି ଭାଇରଲ ହେଇଗଲା ଫଟ

ଆଜିକା ଜମାନାରେ ମୋବାଇଲ ର ବ୍ୟବହାର ଚାରିଆଡେ ବ୍ୟାପିବାରେ ଲାଗିଛି Iସେହିପରି ଏବେ ସବୁଆଡେ ସେଲ୍ଫି ର ଜମାନା I ସେଲ୍ଫି ମାୟାରେ ବାୟା ଯୁବପିଢିଠୁ ବୟସ୍କ ଙ୍କ ପର୍ଯ୍ୟନ୍ତ I ତେବେ ସେଲ୍ଫି କୁ ନେଇ ଏବେ ଏକ ଘଟଣା ସାରା ଦେଶରେ ଚର୍ଚ୍ଚା ହେବାରେ ଲାଗିଛି I ଛୋଟପିଲାମାନେ କଣ ଏହି ସେଲ୍ଫି ବୋଲି ଭାବି ଏକ ଚପଲ କୁ ମୋବାଇଲ ଭାବି ସେଲ୍ଫି ନେଉଥିଲେ ତେବେ ସେଠାରେ ଥିବା କେହିଜଣେ ଲୋକ ଏହାକୁ କ୍ୟାମେରା ରେ କଏଦ କରିନେଇଥିଲା ଏବଂ ସୋସିଆଲ ମିଡିଆରେ ଛାଡିଦେଇଥିଲା I ତେବେ ଫୋଟ ଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି

ଏପରିକି ବଲିୟୁଡ଼ ର ଅନେକ ସେଲିବ୍ରିଟି ଏହି ଫୋଟ କୁ ଶେୟାର କରିବା ସହିତ ଲାଇକ କରିବା କୁ କହିଛନ୍ତି I ସୁନିଲ୍‌ ଶେଟ୍ଟି, ଅନୁପମ ଖେର୍‌, ଏପରିକି ଅମିତାଭ ବଚ୍ଚନ ମଧ୍ୟ ଏହି ସେଲ୍ଫି ର ତାରିଫ କରିଛନ୍ତି I

Leave a Reply

Your email address will not be published. Required fields are marked *