ପାଖରେ୨୫ପଇସାର ଏହି କଏନ ଅଛି କି? ତା’ହେଲେ ଆପଣ ହେବେ ଲକ୍ଷପତି

ଆପଣଙ୍କ ପାଖରେ ଗଣ୍ଡା ଚିତ୍ର ସହ ୨୫ ପଇସା ଅଛି କି ତେବେ ଆପଣ ମଧ୍ୟ ହୋଇ ପାରନ୍ତି ଲକ୍ଷପତି। ହଁ ଆଜ୍ଞା ଏହି ୨୫ ପଇସା କଏନ ର ମୂଲ୍ୟ ୩ ଲକ୍ଷ ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାରେ ବିକ୍ରି ହେଉଛି।ତେବେ କାହା ପାଖରେ ଏହି କଏନ ଥିଲେ ଅନଲାଇନ ସପ୍ ମାଧ୍ୟମରେ ବିକ୍ରି କରି ପାରିବେ।

ଏବେ ୧ ପଇସା,ଦୁଇ ପଇସା କିମ୍ବା ୨୫ ପଇସାର ମୂଲ୍ୟ ଅଧିକ ଥିଲା।୧୯୧୯,୧୯୨୦,ଏବଂ ୧୯୨୧ ମସିହାରେ ୨୫ ପଇସା ମୁଦ୍ରା ତିଆରି କରାଯାଇଥିଲା।ଏହା ନିକେଲ୍ ଧାତୁରେ ତିଆରି ହୋଇଥିଲା କିନ୍ତୁ ଏହା ଲୋକଙ୍କୁ ପସନ୍ଦ ଆସି ନ ଥିଲା।
ମେସିନ ରେ ତିଆରି ହୋଇଥିବା ଚାରେଣି ୧୮୩୫ ମସିହାରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା।ପ୍ରଥମେ ଏହା ଚାନ୍ଦିର ଥିଲା।

Leave a Reply

Your email address will not be published. Required fields are marked *