ପାକିସ୍ତାନରେ ପୂଜା ପାଉଛି ଚାରୋଟି ଚମତ୍କାରୀ ହିନ୍ଦୁ ମନ୍ଦିର ,ଜାଣନ୍ତୁ ତାଙ୍କ ଆଶ୍ଚର୍ଯ୍ୟ ବିଷୟରେ

ପାକିସ୍ତାନ ଓ ଭାରତ ପୂର୍ବରୁ ଗୋଟିଏ ଦେଶ ଥିଲା ଏ କଥା ସମସ୍ତଙ୍କୁ ଜଣା ଜେତେବେଲେ ଭାରତ ଓ ପକିସ୍ତାନ
ଅଲଗା ହେଲେ ସେତେବେଲେ ଭାରତର କିଛି ଐତିହାସିକ ଜିନିସ ପାକିସ୍ତାନ ପାଖକୁ ଚାଲିଆସିଥିଲା I ଭାରତ ଅଲଗା ହେବା ପରେ ପାକିସ୍ତାନ ବହୁତ ମନ୍ଦିର ଜବତ କରିନେଇଥିଲା ପରେ ଛାଡୀଦେଇଥିଲା କିନ୍ତୁ ଆଜିଭି ସନାତନ ପରମ୍ପରା ସହ ଯଡୀତ କିଛି ମଂଦିର ପାକିସ୍ତାନରେ ଅଛି ଓ ସୁରଖିତ ଅଛି ତାର ନିଜର କିଛି ମହତ୍ୱ ଅଛି ଏହି ମଂଦିରକୁ ଦର୍ସନ କରିବାକୁ ବହୁତ ଦୁରରୁ ଲୋକ ଆସୁଛନ୍ତି I ହନୁମାନ ମନ୍ଦିର:-

ପାକିସ୍ତାନର କରାଚି ଠାରେ ଅବସ୍ତିତ ହନୁମାନ ମନ୍ଦିର ଲୋକେ ମାନୁଛନ୍ତିଜେ 17ଲକ୍ଷ ବର୍ଷରୁ ଭକ୍ତିର ସବୁ ମନୋକାମନା ପୁରଣକରୁଛନ୍ତି I ବିରାଜିତ ହନୁମାନ ମନ୍ଦିର ଏମିତି ମାନୁଛନ୍ତିକି ମାତାଙ୍କ ମନ୍ଦିରରେ ଜୀଏଭି ଗୁହାରି ରଖେ ତାର ସବୁ ମନ କାମନା ପୁରା ହୁଏ I ଏଠିକି ଦର୍ଶନ କରିବାକୁ କେବଳ ପାକିସ୍ତାନ ହିନ୍ଦୁ ନୁହଁ ଭାରତୀୟବି ଆସୁଛନ୍ତି I ମାତା ଗୌରୀଙ୍କ ମନ୍ଦିର

:ମାତା ଗୌରୀଙ୍କ ମନ୍ଦିରଭି ହିନ୍ଦୁସ୍ଥାନର ବଡ କେନ୍ଦ୍ର ଏହି ମନ୍ଦିର ସିନ୍ଧ ପ୍ରାନ୍ତର ଥାରପରାକାର ଜିଲାରେ ଅବସ୍ତିତ I ମୁସଲିମତୁଲ୍ୟ ଏହି କ୍ଷେତ୍ରରେ ବହୁତ ସାରା ହିନ୍ଦୁ ଦେଖିବାକୁ ମିଳୁଛନ୍ତି I କୁହାଯାଏକି ବିଶ୍ୱାସ ରେ ଜୀଏବି ଏଠାକୁ ଆସେ ମନସ୍କାମନା ପୂର୍ଣ୍ଣ ହୁଏ I କଟସରାଜ ମନ୍ଦିର:

ପାକିସ୍ତାନରେ ବସା ଶିବ ମନ୍ଦିର ଅଛି ଯାହା ବହୁତ ଲୋକପ୍ରିୟ I ଏହି ମନ୍ଦିରକୁ ଦର୍ଶନ କରିବାକୁ ବହୁ ଦୂର ଦେଶରୁ ଲୋକ ଆସୁଛନ୍ତି ଭଗବାନଙ୍କ ଏହି ପୌରାଣିକ ମନ୍ଦିର ଚକବା ଗାଁ ଠାରୁ 40କି.ମି ଦୂରରେ ଥିବା ଏକ କଟସ ନାମକ ଏକ ପାହାଡ଼ ଉପରେ ଅବସ୍ତିତ I ହିଙ୍ଗଳାଜ ମାତା ମନ୍ଦିର :

ଯେତେବେଳେ ହିନ୍ଦୁ ମନ୍ଦିର କଥା ଉଠେ ସେତେବେଳେ ସବୁଠୁ ଆଗରେ ଶକ୍ତିପୀଠ ସାମ୍ନାକୁ ଆସେ I ଆଦ୍ୟାଶକ୍ତିର ଏହି ମନ୍ଦିରକୁ ହିଙ୍ଗଳାଜ ମନ୍ଦିର କହନ୍ତି I ଏହି ମନ୍ଦିରକୁ ଦେଖିବାକୁ ଖାଲି ସମୁଦାୟ ହିନ୍ଦୁ ଲୋକ ନୁହେ ବରଂ ସମୁଦାୟ ମୁସଲିମ ଲୋକବି ଆସନ୍ତି I

Leave a Reply

Your email address will not be published. Required fields are marked *