ଶହିଦ୍ ହେଇଥିବା ବଡ ପୁଅ ର ପ୍ରତିଶୋଧ ପାଇଁ ସାନ ପୁଅ କୁ ମଧ୍ୟ ସେନାକୁ ପଠାଇବେ ବାପା।

ଗତକାଲିର ପୁଲୱାମା ଆକ୍ରମଣରେ ୪୪ଜବାନଙ୍କୁ ହରାଇ ସାରା ଦେଶରେ ଶୋକର ଛାୟା ଖେଳି ଜାଇଛି ।ତେବେ ବିହାର ଭାଗଲପୁରରେ ମଧ୍ୟ ଜଣେ ଶହିଦ୍ ହେଇଜାଇଛନ୍ତି ।ଶହିଦ୍ଙ୍କ ନାମ ରତନ ଠାକୁର । ସାମିଲ ଅଛନ୍ତି। ପୁଅର ସହିଦ ଖବର ଶୁଣି ବାପାର ଆଖିରୁ ଲୁହ ଶୁଖୁନି ।ଝରଝର ହେଇ ବହି ଜାଉଛି ଲୁହ ।ଲୁହ ନୁହେଁ ସତେ ଜେପରି ରକ୍ତ ।ତଥାପିମନରେ ମରିନି ପ୍ରତିଶୋଧ ର ନିଆଁ ।ରତନ ଠାକୁର ଦେଶ ପାଇଁ ଜିବନ ଦେଇଥିବାରୁ ସେ ଗର୍ବିତ ।ପୁଅ କୁ ହତ୍ୟା କରିଥିବା ଆତଙ୍କବାଦି ମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ସାନ ପୁଅ କୁ ମଧ୍ୟ ସେନାରେ ପଠାଇବେ

।ବଡଭାଇର ବଦଲା ସାନ ଭାଇ ହିଁ ନେବ। ପାକିସ୍ତାନରୁ ଖୋଜି ଖୋଜି ହତ୍ୟିକାରିଙ୍କୁ ଗୋଡେଇ ଗୋଡେଇ ଗୁଳି କରିବ ।ଏଇଥିରୁ ଆପଣ ବୁଝି ପାରୁଥିବେ ଗୋଟେ ବାପା ର ଗଭିର କ୍ଷତ ।

Leave a Reply

Your email address will not be published. Required fields are marked *