ସହିଦ ଙ୍କ ପାଇଁ ସବୁ ବିଦ୍ୟାଳୟରେ 2ମିନିଟ ନିରବ ପ୍ରାଥନା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ

ପୁଲଓ୍ଵାମାରେ 44ଯବାନ ଙ୍କ ବଳିଦାନରେ ସାରା ଭାରତ ଶୋକରେ ବୁଡିରହିଥିବା ବେଳେ ବିଶ୍ୱ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛି I ତେବେ ଶହୀଦ ସେନାଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ମଧ୍ୟ ସାମିଲ ଅଛନ୍ତି I ସହିଦ ମାନଙ୍କ ଆତ୍ମାର ଶାନ୍ତି ପାଇଁ ଆଜି ଓଡ଼ିଶାର ପ୍ରତ୍ୟକ ବିଦ୍ୟାଳୟ ରେ 2ମିନିଟ ପର୍ଯ୍ୟନ୍ତ ନିରବ ପ୍ରାଥନା କରାଯିବ I ପ୍ରତ୍ୟକ ଛାତ୍ରଛାତ୍ରୀ ସକାଳ ୧୧ଟାରେ ୨ ମିନିଟ ପର୍ଯ୍ୟନ୍ତ ସହିଦ ଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ମାନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ତେବେ ଚାଲନ୍ତୁ ଦେଶ ପାଇଁ ବଳିଦାନ ଦେଇଥିବା ସେହି ବୀର ମାନଙ୍କୁ ଟିକିଏ ସନମାନ ସ୍ୱରୂପ 2ମିନିଟ ନିରବ ପ୍ରାଥନା କରିବା I ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ I

Leave a Reply

Your email address will not be published. Required fields are marked *