ନିଜର ପ୍ୟାନ୍ କାର୍ଡ ସହ ଆଧାର କାର୍ଡ କୁ କିପରି ଲିଙ୍କ୍ କରିବେ

ବର୍ତ୍ତମାନ ପ୍ୟାନ କାର୍ଡ ସହ ନିଜ ଆଧାର କାର୍ଡ କୁ ଲିଙ୍କ୍ କରିବା କୁ ପଡ଼ିବ। ନହେଲେ ଭବିଷ୍ୟତ ରେ ବହୁତ୍ ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡିବ। ଆପଣ ନିଜେ ଚାହିଁଲେ ମଧ୍ୟ ଆଧାର କାର୍ଡ ସହ ନିଜ ପ୍ୟାନ୍ କାର୍ଡ କୁ ଲିଙ୍କ୍ କରିପାରିବେ।
ପ୍ୟାନ କାର୍ଡ ରେ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ଆପଣ Google କୁ ଯାଇ ସେଥିରେ efilling ଲେଖି ସର୍ଚ୍ଚ କରିବା ଦ୍ୱାରା ପ୍ରଥମେ ଯେଉଁ ୱେବ୍ ସାଇଟ୍ ଆସିବ ସେଥିରେ କ୍ଲିକ୍ କରିନେବେ।

ସେହି ୱେବସାଇଟ ଓପନ କରିବା ପରେ ସେଥିରେ ଏକ ପେଜ ଓପନ୍ ହବ। ସେହି ପେଜ ର ବାମ ପଟେ ଏକ link aadhar ଅପ୍ସନ୍ ଥିବ ସେଥିରେ କ୍ଲିକ୍ କାରିନେବେ। ଏହାକୁ କ୍ଲିକ୍ କରିନେବା ପରେ ପୁଣି ଏକ ପେଜ କୋଲିଯିବ। ସେଥିରେ ନିଜର ପାନ୍ କାର୍ଡ ନମ୍ୱର୍, ଆଧାର ନମ୍ବର ଓ ନିଜ ଆଧାର କାର୍ଡ ର ନାମ ସେଥିରେ ଦେବେ। ସମସ୍ତ ତଥ୍ୟ ସେଥିରେ ଦେଇ ସାରିବା ପରେ link aadhara କ୍ଲିକ୍ କରିନେବେ।

ଏହାକୁ କରିସାରିବା ପରେ ଆପଣଙ୍କ ଆଧାର କାର୍ଡ ଟି ଆପଣଙ୍କ ପାନ୍ କାର୍ଡ ସହ ଲିଙ୍କ୍ ହୋଇଯିବ। ଏହିପରି ଭାବରେ ଆପଣ ଆପଣଙ୍କ ଆଧାର କାର୍ଡ ସହ ନିଜ ପାନ୍ କାର୍ଡ କୁ ଲିଙ୍କ୍ କରିନିଅନ୍ତୁ ଏବଂ ଏହା କରିବା ଅତି ଜରୁରୀ ମଧ୍ୟ। ନହଲେ ଭବିଷ୍ୟତ ରେ ଆପଣ ଅସୁବିଧା ରେ ସମ୍ମୁଖୀନ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *