ପାକିସ୍ତାନ ରେ ଅବସ୍ଥା ଅସମ୍ଭାଳ ,ରାତିଅଧିଆ ଆକ୍ରମଣ ରେ ୯ ପାକ୍ ସୈନ୍ୟ ମୃତ, ୧୧ ଗୁରୁତର

ସାରା ଦେଶରେ ଏବେ ଗୋଟିଏ କଥା 42ସହିଦ ଙ୍କର ବଳିଦାନ ର କେବେ ପ୍ରତିଶୋଧ ?? ସମସ୍ତଙ୍କ ଆଖିର ଲୁହ ଏବେ ନିଆଁ ରେ ବଦଳିଛି I ସହିଦ ଙ୍କ ବଦଲା ଚାହେଁ ଭାରତ ବାସି I

ତେବେ ଘଟଣାର ତିନିଦିନ ପରେ ପାକିସ୍ତାନ ଭିତରେ ଆକ୍ରମଣ କରିଛି ବ୍ରାସ ସଂଘଠନ I ଆଜି ପାକିସ୍ତାନର ବାଲୁଚିସ୍ତାନ ର ପ୍ରକାଶିତ ରିପୋର୍ଟ ଅନୁଯାଇ ଏକ ଆକ୍ରମଣ ରେ ପାଖାପାଖି ୯ ଜଣ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି ଏବଂ ୧୧ଜଣ ଗୁରୁତର ଆହତ ହେଇଛନ୍ତି Iପାକିସ୍ତାନ ର ତରବାତ୍ ସହର ଏବଂ ପଞ୍ଜଘର ଭିତରେ ଏହି ଆକ୍ରମଣ ହେଇଚି Iପାକିସ୍ତାନ ସୈନିକ ଉପରେ ଏହି ଆକ୍ରମଣ (ବ୍ରାସ) ସଂଗଠନ କରିଥିବା ଜଣାପଡିଛି I ସୂଚନା ଅନୁଯାଇ ବାଲୁଚସ୍ତାନ ପ୍ରଦେଶ କୁ ଏକ ମୁକ୍ତ ସ୍ୱାଧୀନ ଭାବେ ଘୋଷଣା କରିବାକୁ ଦୀର୍ଘ ଦିନ ଧରି ଏହି ସଂଘଠନ ଦାବି କରୁଥିଲା I ତେବେ ପାକିସ୍ତାନ ସରକାର କର୍ଣ୍ଣପାତ ନକରିବାରୁ ଶେଷରେ ବାଧ୍ୟ ହେଇ ବ୍ରାସର ମୁଖପାତ୍ର ବାଲୁଚ୍ ଖାଁଙ୍କ ନିର୍ଦେଶ କ୍ରମେ ଆକ୍ରମଣ କରାଯାଇଛି I ଏନେଇ ବ୍ରାସ ମୁଖପାତ୍ର କହିଛନ୍ତି ଯେ ଆମ\ବୀର ମାନେ 9ପାକିସ୍ତାନ ଯବାନ ମୁଣ୍ଡ ଗଡେଇ ଦେଇଛନ୍ତି ସେଥିପାଇଁ ଆମେ ଗର୍ବିତ ଆଗକୁ ଆହୁରି ବିରୋଧ କରାଯିବ I

Leave a Reply

Your email address will not be published. Required fields are marked *