ଜାଣନ୍ତୁ ପାକିସ୍ତାନ ବିଷୟରେ କିଛି ଅଜଣା କଥା ପୃଥିବୀ ର ନର୍କ ଠାରୁ କୌଣସି ଗୁଣରେ କମ ନୁହେଁ ପାକିସ୍ତାନ I

ପାକିସ୍ତାନ ହେଉଛି ଭାରତର ପରମ ଶତ୍ରୁ I ସବୁଠାରୁ ଖାତରନାକ ଦେଶ ଭିତରେ ପାକିସ୍ତାନ ଆଠ ନମ୍ବରରେ ଅଛି ଏବଂ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି I ଏମିତିକି ଖାତରନାକ ଆତଙ୍କବାଦୀ ଲାଡେନ ପାକିସ୍ତାନରେ ରହୁଥିଲା I ତା ସହିତ ପାକିସ୍ତାନ ଭାରତ ବିରୁଦ୍ଧରେ ଟେରରିଷ୍ଟି ସପ୍ଲାଏ କରିଚାଲିଛି

I ଯେଉଁମାନେ ଭାରତର ବିଭିନ ଭାଗରେ ଆତଙ୍କବାଦୀ କଳାରେ ଲିପ୍ତ ଅଛନ୍ତି I 1.ଏ କପିଇଡ଼ି ପେନାଲ କୋଡ଼ :ଉନେଇସହସଡ଼ଚାଲିଶି ମସିହାରେ ଭାରତଠାରୁ ଅଲଗା ହେବାପରେ ନିଜସ୍ୱ ଆଇନ ନ ବନେଇ ଇଂଲଣ୍ଡର ଆଇନକାନୁନକୁ କପି କରି ନିଜସ୍ୱ ଆଇନ ଭାବେ ବ୍ୟବହାର କଲା I 2.ଲଜିଞ୍ଜି ୱାର ଏନ୍ଗେଷ୍ଟେ ଇଣ୍ଡିଆ :ପାକିସ୍ତାନ ଭାରତଠାରୁ ଯୁଦ୍ଧ ହାରିବାରେ ରେକଡ଼ କରିଛି ଯେତେବି ଯୁଦ୍ଧ ହେଇଛି ଭାରତ ସବୁବେଳେ ବିଜୟ ଲାଭ କରିଛି କିନ୍ତୁ ଆଶ୍ଚଯ୍ୟ କଥା ହେଲା କି ପାକିସ୍ତାନ ନିଜକୁ ନିଜେ ସାନ୍ତ୍ୱନା ଦେଇ ଭାବେ ଯେ ସେ ସବୁ ଯୁଦ୍ଧ ଜିତିଛି I

3.ଟ୍ୟାକ୍ସ ଅନ ଏଜୁକେଶନ:
ଯେଉଁଠି ଭାରତ ସରକାର ପ୍ରାଥମିକ ଶିକ୍ଷା ମାଗଣାରେ ଦେଉଛି ସେଇ ସମୟରେ ପାକିସ୍ତାନ ଏମିତି ଏକ ଦେଶ ଯେଉଁଠି ପାଠ ପଢିବାକୁ ହେଲେ ଟ୍ୟାକ୍ସ ଦେବାକୁ ପଡିବ I ପାକିସ୍ତାନ ମଧ୍ୟ ନିଜ ଦେଶର ସାକ୍ଷରତା ହାର ବଢେଇବାକୁ ଚାହୁଁନାଁହାନ୍ତି ପାକିସ୍ତାନରେ ସରକାରୀ ସଂଖ୍ୟା ବହୁତ କମ ସରକାର ପାଠ ପଢିବା ପାଇଁ ପାଞ୍ଚ ପରସେଣ୍ଟ ଟ୍ୟାକ୍ସ ନେଉଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି I
4.ହିନ୍ଦୁ ପପୁଲେସନ :ପାକିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠି ହିନ୍ଦୁ ଉପରେ ଅଧିକ ଅତ୍ୟାଚାର କରାଯାଏ I

ପାକିସ୍ତାନରେ ହିନ୍ଦୁଙ୍କ ସ୍ଥାନ ଦିନକୁ ଦିନ କମିବାରେ ଲାଗିଛି ପାକିସ୍ତାନ ଆଉ ଭାରତ ଵିଭାଜନ ସମୟରେ ପାକିସ୍ତାନରେ ବାଇଶି ପରସେଣ୍ଟ ହିନ୍ଦୁ ଥିଲେ ତାହା ଏବେ କମି କମି 1 ରୁ 2 ପରସେଣ୍ଟ ହେଇଯାଇଛି I ସମଗ୍ର ବିଶ୍ୱ ରେ ପାକିସ୍ତାନ ଆତଙ୍କବାଦୀ ଙ୍କୁ ସମର୍ଥନ କରୁଥିବାରୁ ଘୃଣାର ପାତ୍ର ହେଇସାରିଛି I

Leave a Reply

Your email address will not be published. Required fields are marked *