ପାକିସ୍ତାନ କ୍ରିକେଟ ଜଗତକୁ ଶକ୍ତ ଝଟକା । ପୁଲୱାମା ଆତଙ୍କୀ ହମଲା ଯୋଗୁଁ ଭାରତରେ ବନ୍ଦ ହେଲା PSLର ପ୍ରସାରଣ

ପାକିସ୍ଥାନ କ୍ରିକେଟ୍ ଜଗତକୁ ଶକ୍ତ ଝଟକା।ପାକିସ୍ଥାନ ସୁପର ଲିଗ୍ ( ପିଏଏସଏଲ ) ର ଅଧିକାରୀକ ପ୍ରସାରଣ ସ୍ପୋର୍ଟସ ଚ୍ୟାନେଲ ( ଡି ସ୍ପୋର୍ଟସ) ଟୁର୍ଣାମେଣ୍ଟକୁ ଭାରତରେ ବ୍ଲାକ ଆଉଟ୍ କରିବାକୁ ନିଷ୍ପତି ନିଆଯାଇଛି। ପୁଲୱାମା ରେ ହେଉଥିବା ଆକ୍ରମଣ ଯୋଗୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି।

ପିଏଏସଏଲ କଣ?

ଭାରତରେ ଯେପରି ଆଇପିଏଲ୍ ଖେଳାଯାୟେ ପାକିସ୍ଥାନରେ ସେପରି ପିଏଏସଏଲ ଖେଳାଯାୟେ।ଯାହା ଡି ସ୍ପୋର୍ଟସ ଚ୍ୟାନେଲ ରେ ପ୍ରସାରଣ କରାଯାଏ।ଏହି ଖେଳ ବାତିଲ ହେବା ଦ୍ବାରା ପାକିସ୍ଥାନ ଉପରେ ଶକ୍ତ ଧକ୍କା ଲାଗିଛି।କାରଣ ଏହି ଟୁର୍ନାମେଣ୍ଟ ର ପ୍ରଥମ ଦୁଇଟି ସଂସ୍କରଣ କେବଳ ୱେବ୍ ମାଧ୍ୟମରେ ଥିଲା ଏବଂ ଗତ ବର୍ଷ ଡି ସ୍ପୋର୍ଟସ ଏହାର ଆଧିକାରୀ କ ପ୍ରସାରଣ ଦାୟିତ୍ଵ ନେଇଥିଲା।

କିନ୍ତୁ ଭାରତରେ ଅଧିକ ପରିମାଣରେ କ୍ରିକେଟର ଚାହିଦା ଥିବା ଯୋଗୁ ଏହାର ପ୍ରସାରଣର ବ୍ୟାନ କରାଯାଇଛି।

Leave a Reply

Your email address will not be published. Required fields are marked *