କାଳିଆ ଛାତ୍ର ବୃତ୍ତି ରେ କେତେ ଟଙ୍କା ମିଳିବ ଜାଣନ୍ତୁ

କାଳିଆ ଯୋଜନା ଭଳି ବର୍ତ୍ତମାନ ଆସିଛି କାଳିଆ ଛାତ୍ରବୃତ୍ତି ଯୋଜନା। ବର୍ତମାନ ତାହା କାଳିଆ ୱେବ୍ ସାଇଟ୍ ରେ ଉପଲବ୍ଧ ହୋଇସାରିଛି। ଆପଣ ଚାହିଁଲେ କାଳିଆ ୱେବ୍ ପେଜ କୁ ଯାଇ ଦେଖି ପାରିବେ। ଯଦି ଆପଣ ଙ୍କ ବାପା କିମ୍ବା ମାଆ ଙ୍କ ନାମ କାଳିଆ ଯୋଜନା ରେ ଥିବ ତେବେ ଆପଣ ଏହି ଯୋଜନା ର ଲାଭ ଉଠାଇ ପାରିବେ। ଯଦି ଆପଣଙ୍କ ବାପା କିମ୍ବା ମାଆ ଙ୍କ ନାମ ଯଦି ଭୂମିହୀନ ଙ୍କ ଲିଷ୍ଟ ରେ ଥିବା ତେବେ ମଧ୍ୟ ଆପଣ ଏହି ଯୋଜନା ର ଲାଭ ପାଇ ପାରିବେ।

କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ବଡ଼ ଚିନ୍ତା ଯେ ଏହି ଯୋଜନା ରେ କେତେ ପଇସା ମିଳିବ ଆଉ ତାହା ବର୍ଷକୁ ଥରେ ମିଳିବ କି ମାସକୁ ଥରେ ମିଳିବ। କିନ୍ତୁ ଏ ନେଇ ଏପର୍ଯ୍ୟନ୍ତ କିଛି ଠିକ୍ ତଥ୍ୟ ମିଳିନାହିଁ, କିନ୍ତୁ କଷ୍ଟମର୍ କେୟାର ଅଧିକାରୀ ଙ୍କ କହିବା ଅନୁସାରେ ଏହା ବର୍ଷକୁ ୨୦ ହଜାର ଟଙ୍କା ମିଳିବ। କିନ୍ତୁ ତାହା କେତେଟା କିସ୍ତି ରେ ମିଳିବ ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *