ଶିରିଡି ସାଇବାବାଙ୍କ ପାଞ୍ଚଟି ଚମତ୍କାର ଯାହା ଆପଣ ପଢିଲା ପରେ ଭକ୍ତି ଏବଂ ବିଶ୍ୱାସ ରେ ମୁଣ୍ଡ ନଇଁଯିବ

ଭାରତର ଲୋକମାନଙ୍କୁ ସନ୍ଥ ପ୍ରତି ବହୁତ ଆଦର ଓ ସନମାନ ରହିଥାଏ I ସାଇ ବାବା ବିଷୟରେ କୁହାଯାଏ ତୁମେ ତାଙ୍କ ପ୍ରତି ଭକ୍ତି ରଖି ସାଇବାବାଙ୍କ ସମାଧୀରେ ମଥା ଟେକି ଆପଣଙ୍କର କେଉଁ ପ୍ରକାରରବି ସମସ୍ୟା ଥାଉ ତାହା ଜଲ୍ଦି ସମାଧାନ ହୋଇଯିବ ଯେତେବେଳେ ସାଇବାବା ଆପଣଙ୍କ ଭକ୍ତିକୁ ଆପଣେଇନିଅନ୍ତି ତାର ସୂଚନା କେଉଁବି ରୂପରେ ଦେଇଦିଅନ୍ତି I ସାଇବାବା ହିନ୍ଦୁ ନୁହଁକ ମୁସଲମାନ ସାଇବାବା କେବଳ ତାଙ୍କ ଭକ୍ତଙ୍କର ଦୁଃଖ କଷ୍ଟ ଦୁରକରିବାର ବାବା ଅଟନ୍ତି I

ସାଇବାବାଙ୍କର ସ୍ପଷ୍ଟ ସନ୍ଦେଶ ହେଲାକି ଯଦି ତମେ ମୋ ଆଡ଼କୁ ଦେଖିବ ତାହେଲେ ମୁ ତମ ଆଡକୁ ଦେଖିବି I ମୋ ଭକ୍ତଙ୍କୁ କେଉଁ ପ୍ରକାରର କଷ୍ଟ ଆସିବାକୁ ଦେବିନି I ଭକ୍ତଙ୍କର କଷ୍ଟ ଦୂର କରିବା କିଛି ଚମତ୍କାର ନୁହେ କିନ୍ତୁ ସାଇବାବାଙ୍କର ଭକ୍ତ ଏହାକୁ ଚମତ୍କାର କୁହନ୍ତି I ସାଇବାବା ଏଭଳି ବହୁତ ଚମତ୍କାର ତାଙ୍କ ଜୀବନରେ ଦେଖେଇଛନ୍ତି ସେଥିପାଇଁ କେତେଲୋକ ତାଙ୍କୁ ରାମତ ଆଉ କେତେଲୋକ ତାଙ୍କୁ ଶ୍ୟାମ କହନ୍ତି I ସିରିଡ଼ିବାସୀମାନଙ୍କଠାରୁ ଧୀରେ ଧୀରେ କିଛି କଥା ଜାଣିବାକୁ ମିଳୁଛିକି ସାଇବାବା ଜଣେ ସାଧାରଣ ମଣିଷ ନଥିଲେ ସେ ଥିଲେ ଜଣେ ସନ୍ଥ I ତାଙ୍କ ଭକ୍ତ ପାଇଁ ସାଇବାବା ଜୀବନ କାଳରେ ବହୁତ ଚମତ୍କାର କରିଛନ୍ତି I 1.ସାଇବାବା ଥରେ ବୁଡ଼ିଯାଉଥିବା ଝିଅକୁ ବଂଚାଇଲେ

ଯେତେବେଳେ ଗୋଟେ ତିନିବର୍ଷର ଗରିବ ଝିଅ ପାଣିରେ ବୁଡ଼ିଯାଉଥିଲା ସେତେବେଳେ ସିରିଡ଼ିବାସୀ କେହି ଆଶିଲେନି କିନ୍ତୁ ଝିଅଟି ଚମତ୍କାରୀ ଭାବେ କୂଅରୁ ଉଠିଆସିଲା I 2.ପାଣିରେ ଦୀପ ଲଗେଇବା:- ସାଇବାବା ଆଲୋକକୁ ବହୁତ ଭଲ ପାଆନ୍ତି I ଯେତେବେଳେ ଜଣେ ବ୍ୟକ୍ତି ସାଇବାବାଙ୍କୁ ତେଲ ଦେବାକୁ ମନାକରିଦେଲା ସେତେବେଳେ ସାଇବାବା ତେଲ ବଦଳରେ ପାଣି ବ୍ୟବହାର କରି ଦୀପ ଜଳାଇଥିଲେ I

ସେ ପାଟିରେ ପାଣିକୁ ପୁରାଇ ସେଇ ପାଣିକୁ ତେଲ ରଖିବା ଜାଗାରେ ରଖିଲେ ଆଉ ଦୀପ ଲଗାଇଲେ ଆଉ ସେ ଦୀପ ଘିଅରେ ଜଳିଲା I ଆଉ ତାକୁ ଲୋକମାନେ ଚମତ୍କାର କହିଲେ I 3.କ୍ଷେତରେ ନିଆଁ ଲାଗିବା :-ଯେତେବେଳେ କ୍ଷେତରେ ନିଆଁ ଲାଗିଯାଉଥିଲା ସେତେବେଳେ ସେ ସାଇବାବାଙ୍କ ପାଖକୁ ଆସିଲେ ଆଉ ସାଇବାବା କହିଲେ ଏବେ ତମେ ତମ ଖେତକୁ ଯାଅ ସେ କ୍ଷେତକୁ ଆସି ଦେଖିଲେତ କ୍ଷେତରେ ଅଳ୍ପ ନିଆଁ ଅଛି ଆଉ ବର୍ଷା ପବନ ହେଉଛି I

4.ବର୍ଷାକୁ ବନ୍ଦ କରିବା: ସାଇବାବା ଥରେ ବଡ ବର୍ଷାରେ ଫସିଗଲେ ସେ ଭକ୍ତମାନଙ୍କ ଗୁହାରି ଶୁଣି ସାଇବାବା ଈଶ୍ୱରଙ୍କୁ ବିନତି କଲେ ଆଉ ସେ ଭାରିବର୍ଷା ବନ୍ଦ ହୋଇଯାଏ I 5.ସାଇବାବାଙ୍କ ଧ୍ୱନି: ଯେତେବେଳେ ସାଇବାବା ନିଆଁ ଲଗାଇ ଜଳାଉଥିଲେ ସାଇବାବା ନିଜର ଶକ୍ତି ସାହାଯ୍ୟରେ ଧ୍ୱନିକୁ ପ୍ରଭାବିତ କରୁଥିଲେ ସେହି ଧ୍ୱନି ସବୁପ୍ରକାର ଉପଚାର ଥିଲା I ସାଇବାବା ଏହି ଧ୍ୱନୀରୁ ଭକ୍ତମାନଙ୍କର ସଫଳତମ ଚିକିସ୍ଛା ମଧ୍ୟ କରିଛନ୍ତି

Leave a Reply

Your email address will not be published. Required fields are marked *