ସାମ୍ନାକୁ ଆସିଲା ଡାକୁ ମଲଖାନ୍ ସିଂହ, ସରକାର ଅନୁମତି ଦେଲେ ପାକିସ୍ତାନ କୁ ଉଡାଇ ଦେବୁ

ପୁଲୱାମା ଆଟାକରେ ସହିଦ ହୋଇଥିବା ଚାଳିଶ ଯବାନଙ୍କର ବଦଲା ନେବା ପାଇଁ ସମସ୍ତେ ଏକେ ହୋଇସାରିଲେଣି I ସମସ୍ତେ ନିଜ ନିଜ ତରିକାରେ ସହିଦ ହୋଇଥିବା ଯବାନନଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି
ଓ ସରକାରଙ୍କୁ ମାଗୁଛନ୍ତିକି ଆତଙ୍କବାଦୀଙ୍କ ନାମ ନିଶାନ ମିଟାଅ ଓ ବଦଲା ପୁରା କର I ଜଙ୍ଗଲର ସିଂହ କହୁଥିବା
ଡାକୁ ମଲଖାନ ସିଂ ପାକିସ୍ତାନକୁ ବାଛିଲେ ଓ କହିଲେ ସରକାର ଆଦେଶ ଦେଲେ ଆମେ ପାକିସ୍ତାନକୁ
ଧୂଳି ଚଟେଇଦେବୁ I ଆଉ ସେ ପାକିସ୍ତାନକୁ ସିଂହର ଆବାଜରେ କହିଲେ ପାକିସ୍ତାନକୁ ତାର ଓକାତ ଦେଖେଇଦେବୁ 700 ବାଗୀଙ୍କ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ
ଡାକୁ ମଲଖାନ ସିଂ କହିଲେ ଏମ.ପିରେ 700 ବାଗୀ ଅଛନ୍ତି

I ସରକାର ଚାହିବେତ ଆମକୁ ବିନା ସର୍ତ୍ତ ,ବିନା ପଇସାରେ ବଡ଼ରକୁ ପଠେଇପାରିବେ ,ଆମେ ମରିବା ପାଇଁ ପ୍ରସ୍ତୁତ ଅଛୁ I ମା ଭବାନୀଙ୍କ କୃପା ରହିଲେ ମଲଖାନ ସିଂର କିଛି କରିପାରିବେନାହିଁ I ପାକିସ୍ତାନକୁ ନିଶ୍ଚିତ ଧୂଳି ଚଟେଇଦେବୁ ଆଉ ତାର ଓକାତ ଦେଖେଇଦେବୁ I ଗାଁ ଓ ଜେଲର ବାଗୀ, ଆମେ ଦେଶର ନୁହଁ I ଡାକୁ ମଲଖାନ ସିଂ ପୁଲୱାମ ହାମଲାରେ ସାହାଡ଼ ହୋଇଥିବା ଯବାନଙ୍କୁ ଶ୍ରଧାଞ୍ଜଳି ଦେବା ପାଇଁ କାନପୁର ଆସିଥିଲେ I

ଆଉ ବିଜେପିକୁ ନିଶାନ ଲଗେଇ କହିଲେ କଥା ପୁରା ନହବା ପର୍ଯ୍ୟନ୍ତ ଆମେ ହାରିବା ନାହିଁ I ସେ ନିଜେ ଲଢ଼ିବା ପାଇଁ ମଧ୍ୟ ଇଛା କଲେ ମଲଖାନ ସିଂ କହିଲେ ଯଦି ଲୋକସଭା ପାଇଁ ଟିକେଟ ମିଳିବ ତ ସେ ନିଶ୍ଚୟ ଲଢ଼ିବେ ,ଆଉ ଇଲେକ୍ସନତ ଲାଗିରହିଛି କିନ୍ତୁ ପୁଲୱାମରେ ହୋଇଥିବା ହାମଲାର ବଦଲା ନିଶ୍ଚୟ ନେବା ଦରକାର I ଯଦି କାଶ୍ମିରୀ ଉପରେ
ଫଇସଲା ନିଆ ନଗଲା କୀଏଭି ରାଜନୀତି ଉପରେ ବିଶ୍ୱାସ କରିବେ ନାହିଁ Iଜିଲ୍ଲାର ବାଗୀ ଦେଶର ନୁହଁ:
ମଲଖାନ ସିଂ ଯେତେବେଳେ 1982 ରେ ଆତ୍ମସମର୍ପଣ କରିଥିଲେ ସେତେବେଳେ ଅର୍ଜୁନ ସିଂ ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଥିଲେ I

ମଲଖାନ ସିଂ କହିଲେ ଯଦି ସେହି ସମୟରେ କୌଣସି ବି ମହିଳା କହିଦେବକି ମଲଖାନ ସିଂ ଚାନ୍ଦିର ଆଁଗୁଠି କାଢିଥିଲେ ସେଇ ମଞ୍ଚରେ ଫାଶୀରେ ଝୁଲାଇଦେବେ I ଆଉ କହିଲେ ଆମେ ଗାଁ ଓ ଜିଲାର ବାଗୀ ଥିଲୁ ,ଦେଶର ବାଗୀ କେବେ ନଥିଲୁ

Leave a Reply

Your email address will not be published. Required fields are marked *