ପାକିସ୍ତାନ ଆତଙ୍କବାଦ ବିପକ୍ଷରେ ଭାରତକୁ ସହାୟତା କରିବା ପାଇଁ ଆଗକୁ ଆସିଲେ ଏହି ତିନି ବଡ ଦେଶ

ଫେବୃଆରୀ ୧୪ ତାରିଖ ରେ ଜମ୍ମୁ – କାଶ୍ମୀର ର ହେଇଥିବା ସିଆରଏଫ୍ ଯବାନ ଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ କୁ ଜବାବ୍ ଦେବା ପାଇଁ ଭାରତ ଅଣ୍ଟା ଭିଡ଼ି ସାରିଲାଣି। ପ୍ରଥମେ ପାକିସ୍ତାନ ରୁ ଏମଏଫଏନ୍ ର ସମ୍ମାନ ଏବଂ ଖାଦ୍ୟ ପଦାର୍ଥ ରପ୍ତାନି ର ରୋକ୍ ଲଗାଇବା ପରେ ଏବେ ପାକିସ୍ତାନ କୁ ପାଣି ବନ୍ଦ କରିବାକୁ ଭାରତ ଲାଗି ପଡ଼ିଛି।

ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି ଆତଙ୍କବାଦୀ ପ୍ରମୁଖ ମସୁଦ୍ ଆଯହର କୁ ସଂଯୁକ୍ତ ରାଷ୍ଟ୍ର ରେ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରିବାର ପ୍ରୟାସ ରେ ଲାଗିପଡିଛି। କିନ୍ତୁ ଏଥର ଭାରତ ଏକାକୀ ଏହି ଆତଙ୍କବାଦ ର ସାମ୍ନା କରିବାକୁ ଯାଉନାହିଁ। ପାକିସ୍ତାନ ଆତଂକବାଦୀ ଙ୍କ ବିପକ୍ଷ ରେ ଭାରତ କୁ ସହାୟତା କରିବା ପାଇଁ ଦୁନିଆ ର ବଡ଼ ବଡ଼ ଦେଶ ସାମ୍ନା କୁ ଆସିଛନ୍ତି। ଏଫ୍,ଆଇ, ଆର୍ ନାମରେ ଖ୍ୟାତ ଥିବା ଏହି ୩ ଟି ଦେଶ ହେଲେ ଫ୍ରାନ୍ସ, ଇସ୍ରାଏଲ, ଏବଂ ଋଷ, ଏହି ୩ ଦେଶ ଭାରତ ବିପକ୍ଷ ରେ ଠିଆ ହୋଇ ପାକିସ୍ତାନ ବିପକ୍ଷ ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *