ବ୍ଲାଉଜ ଖୋଲି ଫୋପାଡ଼ିଥିଲେ ,ଯୁବକ ଆଲିଙ୍ଗନ କରିବା ବେଳକୁ ଯୁବକ ଙ୍କ କାନ କାମୁଡି ଛିଡାଇଦେଲେ ମଞ୍ଚ ରୁ ଓଲ୍ହାଇ

କିଛିଦିନ ଧରି ସୋସିଆଲ ମିଡ଼ିଆଠାରୁ ଗଣମାଧ୍ୟମ ପର୍ଯ୍ୟନ୍ତ ଏବେ ଯାତ୍ରା ଜଗତର ଆଇଟମ୍‌ ଗାର୍ଲ ରାନୀଙ୍କ ଚର୍ଚ୍ଚା Iସଚ୍ଚିଦାନନ୍ଦ ଗଣନାଟ୍ୟରେ ନିଜର ହଟ ଏବଂ ବୋଲଡ ଡ୍ୟାନ୍ସ ଦ୍ୱIରା ଯୁବକଙ୍କୁ ପଥଭ୍ରଷ୍ଟ କରି ଯାତ୍ରାରେ ଅଶ୍ଳୀଳତା ପୁରାଇଥିବା ରାନୀ ଙ୍କ ନାମରେ ଏବେ ପୁଣି ଆସିଛି ସଂଗୀନ ଅଭିଯୋଗ I

ସଚ୍ଚିଦାନନ୍ଦ ଗଣନାଟ୍ୟରେ ଯାତ୍ରା ପେଣ୍ଡାଲ ଉପରେ ନିଜ ବ୍ଲାଉଜ ଖୋଲି ଫୋପାଡ଼ିଦେଇଥିଲେ ଏହି କଳାକାର ଏବେ ପୁଣି ଜଣେ ଯୁବକଙ୍କ କାନ କାମୁଡି ଛିଡ଼ାଇ ଦେଇଛନ୍ତି I ସୂଚନା ଅନୁଯାଇ ରାନୀ ନିଜର ଡ୍ୟାନ୍ସ କରି ତଳକୁ ଓଲ୍ହାଇଥିବା ବେଳେ ଲୋକଙ୍କୁ ଅଧିକ ମନୋରଞ୍ଜନ କରିବାକୁ ଦର୍ଶକ ମାନଙ୍କ ସହିତ ମଞ୍ଚ ତଳେ ଡ୍ୟାନ୍ସ କରିଥିଲେ ତେବେ ଜଣେ ଯୁବକ ତାଙ୍କୁ କମେଣ୍ଟସ କରିବା ସହିତ ରାନୀଙ୍କ ସହିତ ନାଚିବାକୁ ଆଲିଙ୍ଗନ କରିଥିଲେ ଏଥିରେ ରାଗିଯାଇ ଯୁବକଙ୍କ କାନ ଛିଡ଼ାଇ ଦେଇଛନ୍ତି ରାନୀ

I ଯୁବକ ଜଣଙ୍କ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିଲେ ମଧ୍ୟ କଳିଙ୍ଗ ସେନା ପକ୍ଷରୁ ଯାତ୍ରା ପାର୍ଟିରେ ଅଶ୍ଳୀଳ ଡ୍ୟାନ୍ସ ପରିବେଷଣ ପାଇଁ ଲିଖିତ ଅଭିଯୋଗ କରାଯାଇଛି I

Leave a Reply

Your email address will not be published. Required fields are marked *