କୌଣସି ବି ସମୟରେ ହେଇଯାଇପାରେ ଯୁଦ୍ଧ :ପାକିସ୍ତାନ ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ,ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କହିଲେ- ହେ ଆହ୍ଲା ଆମକୁ ବଞ୍ଚାଅ

ପୁଲଓ୍ଵମା ଘଟଣାର 40ଯବାନ ଙ୍କ ପ୍ରତିଶୋଧ ନେବାପରେ ଏବେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି I ଯେ କୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବାର ସମ୍ଭାବନା ନେଇ ପାକିସ୍ତାନ ନିଜ ଦେଶରେ ଘୋଷଣା କରିଛି I ଏମିତିରେ ବି ଭାରତୀୟ ସେନା କହିସାରିଛି କି ଭୁଲ ନ ଦୋହରାଇବାକୁ ନଚେତ ପରିଣାମ ବହୁତ ଭୟଙ୍କର ହେଇପାରେ I ତେବେ ପାକିସ୍ତାନ ରେ ଧସେଇ ପଶି 300 ଆତଙ୍କୀ ଙ୍କୁ ନିପାତ କରିବା ପରେ ଜାପାନ ର ସହାୟତା ମାଗିଛି ପାକିସ୍ତାନ

I ଗୋଟିଏ ପଟେ ପଟେ ଦମ୍ଭ ଦେଖାଇ ପାକିସ୍ତାନ ସେନା କହିଛି କି ଆମର କୌଣସି ବି କ୍ଷତି ହେଇନାହିଁ ଭାରତୀୟ ସେନା ଧସେଇ ପଶିଥିଲେ ପାକ ସେନା ଆକ୍ରମଣ ପରେ ଭାରତୀୟ ସେନା ପଳାୟନ କରିଛନ୍ତି I ପାକିସ୍ତାନ ର ଜରୁରୀକାଳୀନ ପରିସ୍ଥିତି ଘୋଷଣା ରୁ ଜଣାପଡୁଛି କି ଦେଶ ଏକ ଯୁଦ୍ଧ ପାଇଁ ସଜାଗ ରହିଛି ଅନ୍ୟପଟେ ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କହିଛନ୍ତି କି ପାକିସ୍ତାନ ହେଉଛି ଆହ୍ଲା ଙ୍କ ଆଶୀର୍ବାଦ I

ସେ କୌଣସି ବି ପରିସ୍ଥିତି ରେ ପାକିସ୍ତାନ ର କ୍ଷତି ହେବାକୁ ଦେବେନି I ଆହ୍ଲା ସବୁବେଳେ ପାକିସ୍ତାନ ସହିତ ଅଛନ୍ତି ଏବଂ ପାକିସ୍ତାନ କୁ ବଞ୍ଚାଇବେ I

Leave a Reply

Your email address will not be published. Required fields are marked *