ପାକିସ୍ତାନ ର 300 ଆତଙ୍କବାଦୀ କୁ ମାରିବାରେ ମୁଖ୍ୟ ଭୂମିକା ଥିଲା ଓଡିଶା ବାଲେଶ୍ଵର ରେ ତିଆରି ସୁଦର୍ଶନ ବୋମା

ସାରା ଦେଶରେ ଥିଲା ଗୋଟିଏ କଥା I ପାକିସ୍ତାନ ଉପରେ ପ୍ରତିଶୋଧ I 40ଯବାନ ଙ୍କ ବଦଳରେ ପ୍ରତିଶୋଧ ନେବାକୁ ନିଜର ଦମ୍ଭ ଦେଖାଇଥିଲା ଭାରତ ବାୟୁ ସେନା I ରାତି ଅଧିଆ ପାକିସ୍ତାନ ରେ ଧସେଇ ପଶି1000କିଲୋ ଓଜନର ବୋମା ପକାଇ 300 ଆତଙ୍କୀ ଙ୍କୁ ଧ୍ବଂସ କରିଥିଲା ବାୟୁସେନା Iବାୟୁସେନା ପାଇଁ ସାରା ଦେଶ ଗର୍ବିତ I ତେବେ କଣ ଆପଣ ଜାଣିଛନ୍ତି କି ଭାରତୀୟ ବାୟୁସେନା ର ଏହି ମିଶନ ରେ ଓଡିଶା ର ବି ଭୂମିକା ଥିଲା I ଓଡିଶା ର ବାଲେଶ୍ୱର ରୁ ନିର୍ମିତ ବୋମା ଯାଇ ପଡିଥିଲା ପାକିସ୍ତାନ ରେ

I ବାଲେଶ୍ୱର ରେ ତିଆରି ହେଇଥିବା ଏହି ବୋମାର ନାମ ଥିଲା ‘ସୁଦର୍ଶନ’ ବୋମା । ସୂଚନା ଥାଉ କି ଏହି ସୁଦର୍ଶନ ବୋମା କୁ ଚାରି ବର୍ଷ ଲାଗି ବାଲେଶ୍ବର DRDO ଓ IRDA ଦ୍ୱାରା ନିର୍ମାଣ କରିବା ପରେ ୨୦୧୦ରେ ବାଲେଶ୍ବର ଚାନ୍ଦିପୁର ଠାରେ ପରୀକ୍ଷଣ କରାଯାଇଥିଲା I

ଏହା ଥିଲା ଓଡିଶା ପାଇଁ ଏକ ଗର୍ଵ ,ଏହାର ଓଜନ ଥିଲା ୪୫୦ କେଜି ।ଏମିତିରେ ଦେଖିବାକୁ ଗଲେ ପାକିସ୍ତାନ ରେ ପଡିଥିବା 1000କିଲୋ ବୋମା ମଧ୍ୟରୁ କେବଳ ଓଡିଶା ରୁ ନିର୍ମିତ ସୁଦର୍ଶନ ବୋମା ଅଧା ଭାଗ ଥିଲା I ବାୟୁସେନା ରେ ଓଡ଼ିଶାର

Leave a Reply

Your email address will not be published. Required fields are marked *