ଗିରଫ ପରେ ଯୁବ ବିଜେଡି ଉପସଭାପତି ଙ୍କ ହାତରେ ସିଲଟ ଧରାଇଦେଲେ ପୋଲିସ

ଥାନା ଭିତରେ ପଶି ଥାନାଧିକାରୀ ଙ୍କୁ ମାଡ ମାରିଥିବା ବିଜେଡି ଯୁବ ଉପସଭାପତି ଙ୍କୁ ମହଙ୍ଗା ପଡିଛି ହିରୋଗିରି I ନିଜ ବନ୍ଧୁଙ୍କ କାର ରେ ଜଣଙ୍କ ବାଇକ ଧକା କୁ ନେଇ ଥାନାରେ ତୁମୁଳ କାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଙ୍କୁ ପୋଲିସ ଗିରଫ କରିବା ପରେ ସିଲଟ ଧରାଇଦେଇଛି ହାତରେ I ସୂଚନା ଥାଉ କି ପ୍ରକାଶ ମାର୍ଚ୍ଚ ୩ ତାରିଖ ରାତିରେ ସହିଦ ନଗର ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ଥାନା ର ଆଇଆଇସି ଙ୍କୁ ମାଡ ମାରିଥିଲେ I ଘଟଣାରେ ପ୍ରକାଶ ଙ୍କ ଦୁଇ ସହଯୋଗୀ ଗିରଫ ହେଇସାରିଥିବା ବେଳେ ପ୍ରକାଶ ଙ୍କ ପତ୍ତା ମିଳୁନଥିଲା ,କେଉଁଆଡେ ଫେରାର ହେଇଯାଇଥିଲେ I

ଚର୍ଚା ଚାଲିଥିଲା କି ପ୍ରକାଶ ଙ୍କ ଉପର ସ୍ତରରେ ଚିନ୍ହI ପରିଚୟ ଥିବାରୁ ପୋଲିସ ତାଙ୍କୁ ଧରିପାରୁନଥିଲା ତେବେ ଆଜି ପ୍ରକାଶ ଙ୍କୁ କମିଶନ ପୋଲିସ ଗିରଫ କରି ହାତରେ ସିଲଟ ଧରାଇଦେଇଛି I

Leave a Reply

Your email address will not be published. Required fields are marked *