ଯଦି ଆପଣ ମାଟ୍ରିକ ପାସ କରିଛନ୍ତି ତୁରନ୍ତ ଆବେଦନ କରନ୍ତୁ , ଓଡ଼ିଶାର ପ୍ରତେକ ଗ୍ରାମପଂଚାୟତ ପାଇଁ ଆସିଲା ନିଯୁକ୍ତି I

ପାଖେଇ ଆସୁଛି ନିର୍ବାଚନ I ତେବେ ଏ ସମୟରେ ଖୋଲିଛି ନିଯୁକ୍ତିର ପେଡି I ସବୁଠୁ ବଢିଆ କଥା ହେଲା ଆପଣ ଯଦି ଦଶମ ପାସ କରିଛନ୍ତି ତ ଆପଣ ଆବେଦନ କରିପାରିବେ କୌଣସି ପରୀକ୍ଷା ନାହିଁ କେବଳ ମାର୍କ ହିସାବରେ ଆପଣ ନିଯୁକ୍ତି ପାଇବେ I ତାହା ପୁଣି ଆପଣଙ୍କ ଘର ପାଖରେ ,ଗ୍ରାମ ପଂଚାୟତ ରେ I ଏହି ଜବଟି ଗ୍ରାମୀଣ ଡାକ ସେବକ ତରଫରୁ ଆସିଛି ଯେଉଁଟାକି ଓଡିଶା ସରକଲ ପାଇଁ ଅଛି I ଏହା 10.3.2019 ରେ ଆର୍ଟିକିଲଟି ଆସିଛି I ଦଶମ ମାର୍କ ହିସାବରେ ଆପଣଙ୍କୁ ଚୟନ କରାଯିବ I ନିଜ ନିଜ ଗ୍ରାମ ପଂଚାୟତ ତରଫରୁ ଆପଣ ମାନେ ଆବେଦନ କରିପାରିବେବି ବାକି ଅଲଗା ଅଲଗା କେଉଁ ଜିଲାରେ ଥିବ ଆପଣଙ୍କୁ ଦେଖିବାକୁ ପଡିବ I

ଏଥିରେ ଦୁଇଟି କାଟାଗୋରୀ ୱାଇଜି ଜବ ଅଛି ପ୍ରଥମ କାଟାଗୋରୀ ହେଉଛି ବି.ପି.ଏମ . ଲେବୁଲ -1 ରୁ ଆରମ୍ଭ ହେଉଛି ସାଲାରୀ 12000ରୁ 29300 ପର୍ଯ୍ୟନ୍ତ ଯିବ I ତା ପରେ ଯେଉଁଟା ଲେବୁଲ -2 ରେ ଅଛି 14500 ରୁ ଆରମ୍ଭ ହୋଇ 35480 ପର୍ଯ୍ୟନ୍ତ ଯାଇପାରିବ I ଦୁତୀୟ କାଟାଗୋରୀ ହେଉଛି ଏ.ବି.ପି.ଏମ. ଏଥିରେ ଲେବୁଲ -1 ରେ 10000ରୁ ଆରମ୍ଭ କରି 24500 ପର୍ଯ୍ୟନ୍ତ ମାସିକ ଦରମା ପାଇପାରିବେ ଓ ଲେବୁଲ -2 ରେ 12000ରୁ 29380 ପର୍ଯ୍ୟନ୍ତ ମାସିକ ଦରମା ପାଇବେ I ଆପଣଙ୍କର ବୟସ 18 ରୁ 40 ବର୍ଷ ଭିତରେ ହୋଇଥିବା ଦରକାର ଓ ମାର୍ଚ୍ଚ ମାସ 15 ସୁଧା ହୋଇଥିବା ଦରକାର I ଏଥିରେ ବୟସ କୋହଳ ମଧ୍ୟ ଅଛି ଏସି ଓ ଏସଟି ପାଇଁ 5 ବର୍ଷ ଏବଂ ଓ.ବି.ସି.ପାଇଁ 3 ବର୍ଷ I

ସାଧାରଣ ଭାବେ ଆପଣ ଦଶମ ପାସ କରିଥିଲେ ଆବେଦନ କରିପାରିବେ ତା ସହିତ କମ୍ପୁଟର ଜ୍ଞାନ ଥିବା ଦରକାର ଏହା ସହିତ ଓଡ଼ିଆ ଭାଷା ରେ କହିବା ଏବଂ ଲେଖିବା ଶିଖିଥିବା ନିହାତି ଆବଶ୍ୟକ I ତେବେ ସାଇକେଲ ଚଲା କିମ୍ବା ମଟର ସାଇକେଲ ଚାଳନା ନିହାତି ଜାଣିଥିବା ଦରକାର I ଏଥିରେ କେବେଳ ଜେନେରାଲ ଓ ଓ.ବି.ସି.ପାଇଁ 100 ଟଙ୍କା ଲାଗିବ ବାକି ଅନ୍ୟମାନଙ୍କ ପାଇଁ ମାଗଣା ରହୁଛି ଓ ମହିଳା ମାନଙ୍କ ପାଇଁ ମଧ୍ୟ ମାଗଣା ରହୁଛି

I ଚୟନ ପ୍ରକ୍ରିୟା :ଆପଣଙ୍କର ଚୟନ ଆପଣଙ୍କ ମାର୍କ ହିସାବରେ ହେବ ଦଶମରେ ଯେଉଁ ମାର୍କ ରଖିଥିବେ ତା ହିସାବରେ ଚୟନ ହେବ I ଆବେଦନ କିପରି କରିବେ :ଆପଣ ପୋଷ୍ଟାଲର ଅଫିସିଆଲ ୱେବସାଇଟିକୁ ଯାଇ ଆବେଦନ କରିବେ I ଏହା 15.3.2019 ରୁ ଆରମ୍ଭ ହେଉଛି ଓ 15.4.2019 ରେ ଶେଷ ହେଉଛି ଗୋଟେ ମାସ ସମୟ ରହୁଛି ତା ଭିତରେ ଆବେଦନ କରିବେ I

Leave a Reply

Your email address will not be published. Required fields are marked *