କୋରାପୁଟ ର କମଳା ପୂଜାରୀ ଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାର ଜଣେ ମହିଳା।ପାଇଛନ୍ତି ପଦ୍ମଶ୍ରୀ ପୁରସ୍କାର।
ଏହି ମହିଳା ଜଣକ ହେଉଛନ୍ତି କମଳା ପୂଜାରୀ।ସେ ହେଉଛନ୍ତି ଜଣେ ଆଦିବାସୀ କୃଷକ।ଜଣେ କୃଷକ ସେ ନିଜେ କେତେ ପରିଶ୍ରମ କରି ଖରା ବର୍ଷା ଏବଂ ଶୀତକୁ ଖାତିର ନ କରି ସାରା ଦେଶକୁ ଆହାର ଯୋଗାଇ ଥାଏ।ଏବଂ ଏହି ଓଡ଼ିଶା ମାଟି ହେଉଛି ସେଇ କୃଷି ପ୍ରଧାନ ଦେଶ।ଏବଂ କମଳା ପୂଜାରୀ ହେଉଛନ୍ତି ଏହି ଓଡ଼ିଶା ମାଟିର କଳାହାଣ୍ଡି ଜିଲ୍ଲାର ଜଣେ ମହିଳା କୃଷକ।ଯେ କି କୃଷି କ୍ଷେତ୍ରରେ କଠିନ ପରିଶ୍ରମ କରି ଆଜି ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ।ସେ ଆମର ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କ ଠାରୁ ଆଜି ନୂଆଦିଲ୍ଲୀ ଠାରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି।ଏବଂ ଏହା ନିଶ୍ଚିନ୍ତ ଆମର ଓଡ଼ିଶା ପାଇଁ ଏକ ଗୌରବର କଥା।

Leave a Reply

Your email address will not be published. Required fields are marked *