ବ୍ଲଡ଼ ଗ୍ରୃପ୍ ରୁ ଜାଣନ୍ତୁ ଆପଣଙ୍କ ସ୍ଵଭାଵ ଏବଂ ବ୍ୟକ୍ତିତ୍ୱ ବିଷୟରେ

ଏହି ଦୁନିଆ ଚାରଟି ବ୍ଲଡ଼ ଗ୍ରୃପ୍ ରେ ବାଣ୍ଟ ହୋଇଛି I ଆମ ମଣିଷଠି ଏ,ବି ,ଏବି,ଓ ,ଚାରିପ୍ରକାରର ବ୍ଳଡ଼ ଗ୍ରୃପ୍ ମିଳିଥାଏ I ଆପଣଂକର ବ୍ୟକ୍ତିତ୍ୱ କିପରି ତାହା ବ୍ଲଡ଼ ଗ୍ରୃପ୍ ରୁ ଜଣାପଡ଼ିଯାଇଥାଏ I ସବୁ ବ୍ଲଡ଼ ଗ୍ରୃପ୍ ନିଜର ଏକ ବିଶେଷ୍ୟତ୍ୱ ଥାଏ I କିଛି ଲୋକ ଅନ୍ତର୍ମୁଖୀ ଥାନ୍ତି ତ କିଛି ଲୋକ ସମାଜସେବୀ ଥାନ୍ତି ଓ କିଛି ବ୍ଲଡ଼ ଗ୍ରୃପ୍ ର ଲୋକ ବ୍ୟବସାୟିକ ହୋଇଥାନ୍ତି Iଆସନ୍ତୁ ଜାଣିବା ଆପଣଙ୍କର ବ୍ଲଡ଼ ଗ୍ରୃପ୍ ର ବିଶେଷ୍ୟତ୍ୱ କଣ I ପୁରା ଦୁନିଆରେ କମସେ କମ 34 ପରସେଣ୍ଟ ଲୋକ ଏ ପଜିଟିଭି ‘ଓ ଆଉ 4 ପରସେଣ୍ଟ ଲୋକ ‘ଏ ନେଗେଟିଭି ମିଲିଥାଏ I ବିଶ୍ୱସ୍ତ ଓ ନମ୍ର ଲୋକ ସାଧାରଣତଃ ଅନ୍ତର୍ମୁଖୀ ନଜରରେ ଥାନ୍ତି I

ନିଜ ପରିବାର ଓ ସମାଜର ପାଳନ କରୁଥିଵା ଲୋକ ରକ୍ଷଣଶୀଳ ସ୍ଵଭାବର ଲୋକ ହୋଇଥାନ୍ତି ଓ ଏମାନେ ସଂସ୍କୃତିକୁ ବହୁତ ଭଲ ପାଆନ୍ତି I ଇମୋସନାଲ ସ୍ଵଭାବର ଲୋକ ଭିଡ଼ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି I ଏହି ତିନଟିରେ ଭଲ ଭାବରେ କାମ କରନ୍ତି I କେବେ କେବେ ଇଏ ସହଜରେ ବଦଳି ପାରନ୍ତି ନାହିଁ କାହିଁକିନା ଏମାନଙ୍କ ଶୀର୍ଦ୍ଧାନ୍ତ ସ୍ଥିର I ଏ ବ୍ଲଡ଼ ଗ୍ରୃପ୍ ର ଲୋକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି ,ସଚିନ ,ଅମୀର ଖାଁ I ବ୍ଲଡ଼ ଗ୍ରୃପ୍-ବିର ବିଶେଷ୍ୟତ୍ୱ ଗ୍ରୃପ୍-ବି’ ର ଲୋକ ଭିଡ ଜାଗା ଓ ପାର୍ଟିରେ ରହିବାକୁ ପସନ୍ଦ କରନ୍ତି I ପୁରା ଦୁନିଆରେ 9%ଲୋକ ବି-ପଜିଟିଭି ଓ 2%ଲୋକ ବି-ନେଗେଟିଭି ମିଳିଥାନ୍ତି I ସ୍ୱଭାବରୁ ଖୁଶମିଜାଜ ଲୋକ ଓ ସକ୍ରିୟ ଲୋକ ଜୀବନରେ ବହୁତ ଚଳଚଞ୍ଚଳ ରହିଥାନ୍ତି I ଏମାନେ ଲଗାତାର କାମ କରନ୍ତି ଲକ୍ଷ ପୁରା ହେବା ପର୍ଯ୍ୟନ୍ତ ଓ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥାନ୍ତି I ସ୍ୱାର୍ଥପର ଥିବାରୁ ଏକା କାମ କରିବାକୁ ପସନ୍ଦ କରନ୍ତି ‘ଓ ଗ୍ରୃପ୍ ସହିତ କମ କାମ କରିବାକୁ ପସନ୍ଦ କରନ୍ତି I ଶାହରୁଖ ଖାଁ ,ବିପାସା ବସୁ ଏମାନେ ସବୁ ବି-ପଜିଟିଭି ର ଲୋକ I

ବ୍ଲଡ଼ ଗ୍ରୃପ୍ AB’ ର ବିଶେଷତ୍ୱ :ଦୁନିଆର ସବୁଠୁ ଦୁର୍ଲଭ ବ୍ଲଡ଼ ଗ୍ରୃପ୍ I ପୁରା ଦୁନିଆରେ ଗ୍ରୃପ୍ ଏବି ପଜିଟିଭି 4%ଓ 1%ଏବି ନେଗେଟିଭି ମିଳିଥାନ୍ତି I ଏକ ସାଙ୍ଗରେ ଅନ୍ତର୍ମୁଖୀ ଓ ବହିର୍ମୁଖୀ ଲୋକ କୌଣସି କାମକୁ ଏକା ଥରକେ ସମାଧାନ କରିଦିଅନ୍ତି Iଆରାମ ପସନ୍ଦ କରନ୍ତି I କେବେ କାମ ଆରମ୍ଭ କରନ୍ତି ଓ କେବେ କାମ ଶେଷ କରନ୍ତି ତାଙ୍କ ପାଇଁ ଲୁଚିକି ରହିଥାଏ I ସହଜରେ ବୋରିଂ ହେଇଯାଉଥିବାରୁ ସେମାନେ ପରିବାର ଓ ସମାଜ ପାଇଁ ମହତ୍ଵପୁର୍ଣ ଯୋଗଦାନ ଦିଅନ୍ତି I ଅମିତାଭ ବଚନ ,ଜ୍ୟାକି ଚାନ୍ଦ ,ବାରାକ ଓବାମା ଏମାନେ ସବୁ ଏବି ବ୍ଲଡ଼ ଗ୍ରୃପ୍ I

ବ୍ଲଡ଼ ଗ୍ରୃପ୍ O ‘ର ବିଶେଷ୍ୟତ୍ୱ ପୁରା ଦୁନିଆରେ 38%ଲୋକ ଓ-ପଜିଟିଭି ଓ 6%ଲୋକ ଓ-ନେଗେଟିଭି I ଜୀବନ ପ୍ରତି ଏମାନେ ବହୁତ ଉପଲବ୍ଧ ପଜିଟିଭି ହୋଇଥାଏ I ନିର୍ଭରଶୀଳ ,ରିସ୍କ ନବାର କ୍ଷମତା ଏମାନଙ୍କ ପାଖରେ ଥାଏ I ଏମାନେ ସବୁ ନୂଆ କାମରେ ହାତ ମାରିବାକୁ ବିଲକୁଲ ବି ପଛକୁ ହଟନ୍ତି ନାହିଁ I

ବଡ ବଡ ପ୍ଲାନିଂ କରିବାରେ ହୁସିଆର ହୋଇଥାନ୍ତି କିନ୍ତୁ ଛୋଟ ଛୋଟ କାମ ପାଇଁ ଏମାନେ ପର ଉପରେ ନିର୍ଭର କରିଥାନ୍ତି I ସଲମାନ ଖାଁ ,ବିରାଟ କୋହଲି ,ଇନ୍ଦିରା ଗାନ୍ଧୀ ଏମାନେ ସବୁ ଓ ଗ୍ରୃପ୍ ର ଲୋକ I

Leave a Reply

Your email address will not be published. Required fields are marked *