ଜାଣନ୍ତୁ ଅମରନାଥ ବାବା ଙ୍କ ଆଶ୍ଚର୍ଯ୍ୟ ମହିମା

ଅମରନାଥ ଗୁମ୍ଫା ହେଉଛି ଧାର୍ମିକ ସ୍ଥାନ ମଧ୍ୟରୁ ଅନ୍ୟତମ I ଏହା ଭାରତର ଜାମ୍ମୁ କାଶ୍ମିରୀରେ ଅବସ୍ତିତ I ସବୁ ବର୍ଷ ଅମରନାଥ ଯାତ୍ରାର ଆୟୋଜନ କରାଯାଏ I ଶ୍ରଧାଳୁ ଖାଲି ଭାରତରୁ ନୁହେ ବରଂ ବିଦେଶରୁ ମଧ୍ୟ ବହୁମାତ୍ରାରେ ଆସୁଛନ୍ତି ଏଠାକୁ ଦର୍ଶନ କରିବାକୁ I ଏହି ଗୁମ୍ଫା ବହୁତ ପ୍ରାଚୀନ ଓ ଅଦ୍ଭୁତ ରହସ୍ୟର ସ୍ଥଳ I ଏହା ଶ୍ରୀନଗରଠାରୁ 135 କି.ମି ଦୂରରେ ସମୁଦ୍ର କୂଳରେ 13000 ଫୁଟ ଉପରେ ଅବସ୍ତିତ I ପବିତ୍ର ଗୁମ୍ଫାର ଭିତର ଗଭୀର 19 ମିଟର ଓ ଚୌଡା 16 ମିଟର ଓ ଉଚା 11ମିଟର Iଭକ୍ତମାନେ କୁହଂତିକି ଏହି ଗୁମ୍ଫା ସ୍ୱର୍ଗ ପ୍ରାପ୍ତିର ମାଧ୍ୟମ I

କିଛି ଲୋକ ମୋକ୍ଷର ମାଧ୍ୟମ କୁହନ୍ତି I ଏହି ଗୁମ୍ଫାରେ ବର୍ଷୁଥିବା ବରଫ ବୁନ୍ଦାରୁ ବନିଥିବା ଶିବଲିଙ୍ଗ ଏକ ଏମିତି ଦୈବୀ ଚମତ୍କାର ଯାହାକୁ ଦେଖିବା ପାଇଁ ସମସ୍ତେ ପାଗଳ ହୁଅନ୍ତି I ଯିଏ ଥରେ ଦେଖିଦେଲା ସିଏ ଧନ୍ୟ ହୋଇଯାଏ I ଏଠାରେ ଭଗବାନ ଶିବ ପାର୍ବତୀଙ୍କୁ ଅମ୍ବରୁତର ରହସ୍ୟ କହିଥିଲେ I ଅମରନାଥରେ ଅବସ୍ତିତ ପାର୍ବତୀପିଠ 51ପୀଠରୁ ଅନ୍ୟତମ I କୁହାଯାଏ କି ଏହି ଗୁମ୍ଫାକୁ ଖୋଜିଥିଲେ ବୂଟାମଲିକ ନାମକ ଏକ ମୁସଲିମ I

ସିଏ ଗୋଟେ ଦିନ ମେଣ୍ଢା ଚରାଉ ଚରାଉ ବହୁତ ଦୂର ପଳାଇଗଲେ ଜଙ୍ଗଲରେ ପହଂଚିକି ଏକ ସାଧୁ ସହିତ ଭେଟ ହେଲା I ସାଧୁ ତାଙ୍କୁ କୋଇଲାରେ ଭରା ଏକ ବ୍ୟାଗ ଦେଲେ I ଘରେ ପହଁଚିଲା ପରେ କୋଇଲା ଜାଗାରେ ସୁନା ପାଇଲା I ସେଇ ସମୟରେ ସାଧୁଙ୍କୁ ଧନ୍ୟବାଦ ଦେବା ପାଇଁ ସେଠାକୁ ଯାଇଥିଲେ ସେଠି ସାଧୁଙ୍କୁ ନପାଇ ଏକ ବିଶାଳ ଗୁମ୍ଫା ଦେଖିଲା I ସେହି ଦିନଠାରୁ ଏହା ଏକ ତୀର୍ଥ ବନିଗଲା I ଏହି ଗୁମ୍ଫାରେ ମାନ୍ୟତା ଅଛିକି ଗୁମ୍ଫାରେ ଶଙ୍କର ପାର୍ବତୀଙ୍କୁ ଅମରନାଥ ବିଷୟରେ କହିଥିଲେ I ଏହି ଗୁମ୍ଫାରେ ପବିତ୍ର ପାରା ଦେଖାଯାଏ ଯାହାକୁ ଅମରବତି ପଖୀ ବୋଲି ମାନନ୍ତି I ଏମିତି ମାନନ୍ତିକି ଯେଉଁ ଭକ୍ତକୁ ପାରାର ଛବି ଦେଖାଯାଏ ତାକୁ ଶିବପାର୍ବତୀ ଦର୍ଶନ ଦିଅନ୍ତି I ଏକ ଦିନ ଦେବଶ୍ରୀ ନାରଦ କୈଳାସ ପର୍ବତକୁ ଭଗବାନ ଶଙ୍କରଙ୍କ ଦର୍ଶନ କରିବାକୁ ଆସିଲେ I

ଭଗବାନ ଶଙ୍କର ସେହି ସମୟରେ ବନବିହାରକୁ ଯାଇଥିଲେ I କିନ୍ତୁ ପାର୍ବତୀ ସେଠି ଥିଲେ ଓ ପାର୍ବତୀ ତାଙ୍କୁ ଆସିବାର କାରଣ ପଚାରିଲେ I ସିଏ କହିଲେ ଭଗବାନ ଶଙ୍କରଙ୍କ ବେକରେ ମାଳା କାହିଁକି ଅଛି I ସେଠାକୁ ଭଗବାନ ଶଙ୍କର ଆସିଁବା ପରେ ପାର୍ବତୀ ତାଙ୍କୁ ପଚାରିଲେ ଭଗବାନ ଶଙ୍କର କହିଲେ ଯେତେଥର ତମେ ଜନ୍ମ ଗ୍ରହଣ କରିଛ ମୁ ସେତେଥର ମାଳି ଧାରଣ କରିଛି I ପାର୍ବତୀ କହିଲେ ମୋ ଶରୀର ତ ଆଶ୍ବାନ ମୃତ୍ୟୁକୁ ପ୍ରାପ୍ତ ହୁଏ କିନ୍ତୁ ଆପଣତ ଅମର ଏହାର କାରଣ କହିବେ I

ଏହା ହଉଛି ଅମରକଥାର ,କାରଣ ତାପରେ ପାର୍ବତୀଙ୍କ ମନରେଭି ଅମରତ୍ୱ ଜନ୍ମ କରିବାର ଇଛା ହେଲା ଓ ସେ ଭଗବାନଙ୍କଠୁ କଥା ଶୁଣିବାକୁ ଆଗ୍ରହ କଲେ I ଭଗବାନ ଶିବ ଏହି କଥାକୁ ନକହିବା ପାଇଁ ବହୁତ ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କଲେ କିନ୍ତୁ ଶେଷରେ ତାଙ୍କୁ ଅମରକଥା ଶୁଣାଇବାକୁ ବାଧ୍ୟ ହେବାକୁ ପଡିଲା I ଅମରକଥା ଶୁଣେଇବାର ଏହା ସମସ୍ୟା ଥୀଲାକି କୀଏଭି ଅନ୍ୟ ଯିବ ଏକଥାକୁ ନଶୁଣୁ I

ବହୁ ବିଦ୍ୱାନ ମତ ଦିଅନ୍ତିକି ଯେତେବେଳେ ଶିବ ପାର୍ବତୀଙ୍କୁ ଅମରକଥା ଶୁଣିବାକୁ ନେଇଯାଉଥିଲେ ସେତେବେଳ ଛୋଟ ଛୋଟ ଅନନ୍ତ ନାଗକୁ ଅନନ୍ତପୁରରେ ଛାଡିଦେଲେ I ଶିବ ପଂଚତତ୍ବ ପୃଥିବୀ ,ଆକାଶ ,ଜଳ,ଅଗ୍ନି ବାୟୁ କୁ ପରିତ୍ୟାଗ କରି ପର୍ବତ ମାଳାରେ ପହଂଚିଗଲେ ଓ ଶ୍ରୀଅମରନାଥ ଗୁମ୍ଫାରେ ପାର୍ବତୀଙ୍କୁ ଅମରନାଥ କଥା ଶୁଣାଇଲେ I ଏମିତି ମାନନ୍ତି ଶିବ ପାର୍ବତୀ ଏଠାରେ ତାଣ୍ଡବ କରିଥିଲେ I ମାନ୍ୟତା ଅନୁସାରେ ରକ୍ଷା ବନ୍ଧନ ପୂର୍ଣ୍ଣିମା ଦିନ ଅଗଷ୍ଟ ମଝିରେ ଯାହା ପଡେ ସେତେବେଳେ ସ୍ୱୟଂ ଭଗବାନ ଶଙ୍କର ଅମରନାଥ ଗୁମ୍ଫାରେ ଆସନ୍ତି I ଶ୍ରୀଅମରନାଥରେ ବରଫରେ ବନିଥିବା ଶିବଲିଙ୍ଗ ପୂଜା ହୁଏ I

Leave a Reply

Your email address will not be published. Required fields are marked *