ରାମାୟଣର ଦଶଟି ଆଶ୍ଚର୍ଯ୍ୟ ରହସ୍ୟ ଯାହା ଆପଣ କେଭେଁବି ଜାଣିନଥିବେ

1.ଆମେ ଜାଣିଛେ ରାମ,ଲକ୍ଷ୍ମଣ,ଭରତ,ଶତ୍ରୁଘ୍ନ ଚାରିଭାଇ I ବହୁତ କମ ଲୋକ ଜାଣିଛନ୍ତିଯେ ରାମଙ୍କର ଏକ ବଡ ଭଉଣୀ ମଧ୍ୟ ଅଛି ତାଙ୍କ ନା ହେଉଛି ଶାନ୍ତା I ପୌରାଣିକ କଥା ଅନୁସାରେ ଅନ୍ଧ ଦେଶର ରାଜା ରମ୍ପତିର କୌଣସି ସନ୍ତାନ ନଥିଲେ I ଯେତେବେଳେ ଏହି ଦୁଃଖ ସେ ଦଶରଥଙ୍କ ଆଗରେ କହିଲେ ଦଶରଥ ତାଙ୍କ ଝିଅ ଶାନ୍ତକୁ ତାଙ୍କୁ ଦେଇଦେଇଦେଲେ I

2.ରାବଣକୁ ଦଶମୁଣ୍ଡ କେମିତି ମିଳିଲା :ରାବଣ ଭଗବାନ ଶିବଙ୍କ ବହୁତ ବଡ ଭକ୍ତ ଥିଲା I ଶିବଙ୍କ ଭକ୍ତି କରିବା ସମୟରେ ସେ ତାଙ୍କ ମୁଣ୍ଡ ବଳି ଦେଇଦେଇଥିଲେ I ଶିବ ଖୁସି ହେଇ ତାଙ୍କ ମୁଣ୍ଡ ଫେରେଇଦେଇଥିଲେ ଏମିତି ରାବଣ ଦଶଥର କରିଥିଲା ଆଉ ଶିବ ତାଙ୍କ ମୁଣ୍ଡ ଦଶଥର ଫେରେଇଦେଇଥିଲେ I ଶେଷରେ ଭଗବାନ ଶିବ ଖୁସି ହେଇ ତାଙ୍କୁ ଦଶ ମୁଣ୍ଡ ବରଦାନ ଦେଇଥିଲେ

3.ଲଙ୍କାର ଅସଲି ରାଜା ରାବଣ ନଥିଲା କୁବେରୁ ଥିଲା I ଶିବଙ୍କ ପତ୍ନୀ କହିବାରୁ ଶିବ ଲଂକା ନଗରୀ ବନେଇଥିଲେ କିନ୍ତୁ କୁବେରୁ ଭଗବାନ ଶିବଙ୍କ ତପସ୍ୟା କଲା ଓ ବରଦାନରେ ଲଙ୍କା ମାଗିଥିଲା I ରାବଣ କୁବେରୀଙ୍କ ସାବତ ଭାଇ ଥିଲା ଓ ତାଙ୍କଠାରୁ ସେ ଲଙ୍କା ଛଡେଇନେଇଥିଲା I4.ହନୁମାନଙ୍କୁ ବଜରଂଗବାଲି କାଇଁ କହୁଛନ୍ତି : ପୌରାଣିକ କଥା ଅନୁସାରେ ଦିନେ ସୀତା ମଥାରେ ସିନ୍ଦୁର ଲଗାଉଥିଲେ ଦିନେ ହନୁମାନ ତାଙ୍କୁ ପଚାରିଲେ ସବୁଦିନ ମଥାରେ ସିନ୍ଦୁର କାଇଁ ଲଗାଉଛନ୍ତି ତ ସୀତା ତାଙ୍କୁ କହିଲେ ଶ୍ରୀରାମଙ୍କ ଲମ୍ବା ଆୟୁଷ ପାଇଁ ଏମିତି କରୁଛନ୍ତି I ଏହା ଶୁଣିକି ହନୁମାନ ପୁରା ଶରୀରରେ ସିନ୍ଦୁର ଲଗାଇଦେଲେ ଓ ସେବେଠୁ ତାଙ୍କୁ ବଜରଂଗୀବାଲି କହୁଛନ୍ତି I

5.ଆପଣ ଶୁଣିଥିବେ ବାଳିର ବଧ ଶ୍ରୀରାମ କରିଥିଲେ କିନ୍ତୁ ଆପଣଙ୍କୁ ଜଣାନଥିବ ଶ୍ରୀରାମଙ୍କ ଵଧ ବାଳି କରିଥିଲା I ଆଗ ଜନ୍ମରେ ବାଲି ଶ୍ରୀକୃଷ୍ଣଙ୍କୁ ତାଙ୍କ ତୀରରେ ମାରିଥିଲେ କାହିଁକିନା ରାମ ରାମବତାରରେ ବାଳିକୁ ଧୋକାରେ ମାରିଥିଲେ I6.ସୁପର୍ଣଖା ରାବଣର ମୃତ୍ୟୁ ଚାହୁଁଥିଲା I ରାବଣ ଯୁଦ୍ଧରେ ସୁପର୍ଣ୍ଣଖା ପତି ଦୁଷ୍ଟବୁଧିକୁ ମାରିଦେଇଥିଲା ଏଥିପାଇଁ ସୁପର୍ଣଖା ମନରେ ମନରେ ରାବଣକୁ ଅଭିଶାପ ଦେଇଥିଲାକି ରାବଣର ମୃତ୍ୟୁର କାରଣ ଏକ ସ୍ତ୍ରୀ ହେବ I

7.ଆମେ ଜାଣିଛେ ଲଖ୍ମଣ 14 ବର୍ଷ ବଣରେ ଥିଲେ କିନ୍ତୁ ଏହା ଆମକୁ ଜଣାନାହିଁ ଯେ ଲକ୍ଷ୍ମଣ 14 ବର୍ଷ ଥରେ ହେଲେବି ସୋଇନାହାନ୍ତି I ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ କହିଥିଲେକି ତାଙ୍କୁ 14 ବର୍ଷ ପର୍ଯ୍ୟନ୍ତ ନିଦ ହେବନି ତ ସିଏ ରାମ ଓ ତାଙ୍କ ପତ୍ନୀ ସୀତାଙ୍କ ସେବା କରିପାରିବ I ତାଙ୍କ ବଦଳରେ ନିଦ ତାଙ୍କ ପତ୍ନୀ ଉର୍ମିଳାକୁ ମିଳିଥିଲା I

8.ଆମେ ଜାଣିଛେ ଭଗବାନ ରାମ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ I ବହୁତ କମ ଲୋକ ଜାଣିଛନ୍ତି ଲକ୍ଷ୍ମଣ ଶେଷ ନାଗ ର ଅବତାର ଥିଲେ I9.ଗୁଣ୍ଡୁଚିର ଧାର କେମିତି ପଡିଲା : ଯେତେବେଳେ ସବୁ ବାନର ରାମସେତୁ ବନାଉଥିଲେ ସେତେବେଳେ ଏକ ଗୁଣ୍ଡୁଚୀମୂସା ତା ପିଠି ଉପରେ ବାଲି ରେତୁ ନେଇ ସେତୁ ବନାଇବାରେ ସହାୟତ କରୁଥିଲା I ଗୁଣ୍ଡୁଚିର ଏହି ନିଷ୍ଠା ରାମଙ୍କୁ ଭଲ ଲାଗିଲା ଓ ରାମ ତା ପିଠିକୁ ଆଉଁସିଦେଲେ ଓ ତା ପିଠିରେ ସଫା ଧାରା ପଡିଗଲା I

10.ଶ୍ରୀରାମ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ : ଗୋଟେ ଦିନ ଯମରାଜ ରାମଙ୍କ ପାଖକୁ ଆସିଲେ କହିଲେକି ସେ କିଛି ମହତ୍ଵପୁର୍ଣ କଥା ହେବେ ଓ ଯେପର୍ଯ୍ୟନ୍ତ କଥା ନସରିଛି ତାଙ୍କୁ କଥା କେହି ଦେଖିବେନି କି ଶୁଣିବେନି ଓ ଯିଏ ସୁଣେ କି ଦେଖେ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ I ଯେତେବେଳେ ଯମରାଜ ଓ ରାମ କଥା ହେଉଥିଲେ ସେତେବେଳେ ଲକ୍ଷ୍ମଣ ମଝିରେ ଆସିଥିଲେ ବାଧ୍ୟ ହୋଇ ରାମଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ପଡିଲା I

Leave a Reply

Your email address will not be published. Required fields are marked *