ଯଦି କିଏ ବିଷ ପିଇଦେଇଥାଏ ତୁରନ୍ତ ଆପଣାନ୍ତୁ ଏହି ଉପାୟ ,ବଞ୍ଚିଯିବ ଗୋଟିଏ ଅମୁଲ୍ୟ ଜୀବନ

ବେଳେବେଳେ ଏମିତି ହୁଏ କି ପରିସ୍ଥିତି ର ସାମ୍ନା କରିନପାରି କିଛି ଲୋକ ଆତ୍ମହତ୍ୟା କରିଦେଇଥାନ୍ତି I ଯଦିଓ ଆତ୍ମହତ୍ୟା ଏକ ଭୀରୁତା ର ପ୍ରତୀକ I ପ୍ରତ୍ୟକ ସମସ୍ୟାର ସମାଧାନ ଅଛି I କେବଳ ଧାର୍ଯ୍ୟ ଧରି ଅପେକ୍ଷା କରିଲେ ହିଁ ସମସ୍ୟାର ସମାଧାନ ବାହାରିଥାଏ I କିନ୍ତୁ ଦୁର୍ବଳ ମାନସିକ ଧାରୀ ଲୋକମାନେ ଅଧର୍ଯ୍ୟ ହେଇ ଭାବିନିଅନ୍ତି କି ନା ଏଇଠୁ ଶେଷ I ୟା ପରେ ଆଉ କିଛି ସମାଧାନ ନାହିଁ I ସାଧାରଣତଃ ଆପଣ ଦେଖିଥିବେ କି ଅଧିକାଂଶ ଦୌଡ଼ି ,ଟ୍ରେନ ସାମ୍ନାରେ ,କୂଅକୁ ଡେଇଁ ,ବିଷ ପି ଆତ୍ମହତ୍ୟା କରିଥାନ୍ତି I କିନ୍ତୁ ଯେଉଁମାନେ ବଞ୍ଚିଯାଆନ୍ତି ପରେ ଭାବନ୍ତି କି ସତରେ ବହୁତ ବଡ ଭୁଲ କରିଦେଇଥିଲେ ,ଜୀବନଟା କେତେ ସୁନ୍ଦର ତାକୁ ଏମିତି ଜୋରଜବରଦସ୍ତ ନଷ୍ଟ କରିବା କଥା ନୁହେଁ I ତେବେ ଯଦି ଆପଣଙ୍କ ଜାଣିବାରେ କେହି ବିଷ ପି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥାଏ ,ସଙ୍ଗେ ସଂଗେ ଆପଣ ପ୍ରାୟତ ଚିନ୍ତିତ ହେଇଯାନ୍ତି ଏବଂ କଣ କରିବେ ଜାଣି ପାରନ୍ତି ନାହିଁ

I ଏବେ ଆସନ୍ତୁ ଜାଣିବା ଯଦି କେହି ଆତ୍ମହତ୍ୟା ପାଇଁ ବିଷ ପିଅନ୍ତି ତେବେ ଆପଣ କଣ କରିବା ଉଚିତ ଯାହାଫଳରେ ତା ଜୀବନ ବଞ୍ଚିଯିବ Iବିଷ ପିଇଥିବା ଲୋକକୁ ତୁରନ୍ତ ବାନ୍ତି କରେଇବାକୁ ଚେଷ୍ଟା କରାନ୍ତୁ ,ଲୁଣପାଣି କିମ୍ବା ପିଆନ୍ତୁ ଫଳରେ ବାନ୍ତି ହେଇଯିବ ,ଯଦି ନହୁଏ ତେବେ ଆଙ୍ଗୁଠି ପୁରାଇ ବାନ୍ତି କରେଇବାକୁ ଚେଷ୍ଟା କରାନ୍ତୁ କିମ୍ବା ଯଦି ନିକଟସ୍ତ ମେଡ଼ିସିନ ଷ୍ଟୋର ରେ ପୋଟାସ ପାଣି ଥାଏ ତୁରନ୍ତ ପିଆଇ ଚେଷ୍ଟା କରାନ୍ତୁ ବାନ୍ତି କରେଇଦେବାକୁ ,ଫଳରେ ଶରୀର ରେ ଆଉ ବିଷ ପ୍ରଭାବ ପଡ଼ିନଥାଏ I ଏହାପରେ ତୁରନ୍ତ ନିକଟସ୍ଥ

ହସ୍ପିଟାଲ କୁ ନେଇ ଯାଆନ୍ତୁ I ନିହାତି ଭାବରେ ବିଷ ପିଇଥିବା ଲୋକ ବଞ୍ଚିଯିବ I ଏହାକୁ ଶେୟାର କରି ଅନ୍ୟକୁ ଜଣାନ୍ତୁ ଫଳରେ ଅନ୍ୟର ଜୀବନ ଆପଣଙ୍କ ଗୋଟିଏ ଶେୟାର ଅନ୍ୟର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ I

Leave a Reply

Your email address will not be published. Required fields are marked *