କାହିଁକି ସ୍ତ୍ରୀ ଲୋକମାନେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ

ସାଧାରଣତଃ ଆପଣ ଜାଣିଥିବେ କି ସ୍ତ୍ରୀ ଲୋକଙ୍କ ପେଟରେ କୌଣସି କଥା ରହେନାହିଁ ,ଯେ କୌଣସି କଥା ଯଦି ଶୁଣିଥିବେ ଅନ୍ୟ ସ୍ତ୍ରୀ ଲୋକଙ୍କ ଆଗରେ କହିଦିଅନ୍ତି I ବେଳେବେଳେ ଏହାର ପରିଣାମ ବହୁତ ଭୟଙ୍କର ହେଇଥାଏ I ତଥାପି ସ୍ତ୍ରୀ ଲୋକମାନେ ଗୁପ୍ତ ରଖିପାରନ୍ତି ନାହିଁ କୋୖନଶି କଥାକୁ I ଏମିତିରେ ମାନାଯାଏ କି ସେମାନଙ୍କ ହୃଦୟ ବହୁତ ନରମ ଏବଂ ମନ ପରିସ୍କାର ସେଥିପାଇଁ ଲୁଚାଛପା ତାଙ୍କ ଦ୍ୱାରା ହୁଏନି ତେବେ ପୁରାଣ ଅନୁଯାଇ ମହାଭାରତ ସମାପ୍ତ ପରେ କର୍ଣ୍ଣ ବଧ ହେଇଥିଲେ I ନିଜ ପୁତ୍ରକୁ ଭୂମିରେ ପଡିଥିବାର ଦେଖି ସମ୍ଭାଳିପାରିନଥିଲେ ମା କୁନ୍ତୀ I ଧାଇଁ ଯାଇ କୋଳେଇ ନେବାକୁ ଚେଷ୍ଟା କରିଥିଲେ

ଏନେଇ ପାଣ୍ଡଵ ମାନେ ଆଶ୍ଚର୍ଯ୍ୟ ହେବାରୁ କୁନ୍ତୀ ଲୁଚାଇ ରଖିଥିବା ଅସଲ ଗୁମର କହିଥିଲେ କି ବିବାହ ପୂର୍ବରୁ କୁନ୍ତୀ କର୍ଣ୍ଣ ଙ୍କୁ ଜନ୍ମ ଦେଇଥିଲେ ଏବଂ କର୍ଣ୍ଣ ପାଣ୍ଡଵ ଙ୍କ ଭାଇ ଅଟେ

I ଏହା ଜାଣିବା ପରେ ପାଣ୍ଡବ ମାନେ ଦୁଃଖିତ ହେଇଥିଲେ ଏବଂ ରୀତିନୀତି ଅନୁଯାଇ କର୍ଣ୍ଣ ର ସଂସ୍କାର କରିଥିଲେ I ଯୁଧିଷ୍ଠିର ଏହି ଘଟଣାରେ ରାଗିଯାଇ କହିଥିଲେ କି ତାଙ୍କୁ କାହିଁକି ଆଗରୁ ଜଣେଇନଥିଲ ? ଭାଇ ହତ୍ୟାର ହତ୍ୟାକାରୀ ସାଜିଲେ ସେ I ତେଣୁ କଳିଯୁଗ ରେ କୌଣସି ବି ସ୍ତ୍ରୀ କିଛି କଥା ଲୁଚାଇ ରଖିପାରିବେ ନାହିଁ I

Leave a Reply

Your email address will not be published. Required fields are marked *