ଅମୃତଭଣ୍ଡା ର ଗୋଟିଏ ପତ୍ର ଆପଣଙ୍କୁ କୌଣସି ବି ବେମାର ହେବାକୁ ଦେବ ନାହିଁ

ଅମୃତଭଣ୍ଡା ପତ୍ରର ଆଶ୍ଚର୍ଯ୍ୟ ଜନକ ଫାଇଦା
ଗୋଟିଏ ପତ୍ରରେ ଡେଙ୍ଗୁ ,ଜ୍ୱର ଛାଡି ପଳାଇଥାଏ
ସାଧାରଣତଃ ଅମୃତଭଣ୍ଡା ସମସ୍ତଙ୍କ ବାଡ଼ି ବଗିଚାରେ ଉପଲବ୍ଧ I ତେବେ ଏହାର ଫଳ ସୁସ୍ୱାଦୁ ଏବଂ ଭିଟାମିନ ଯୁକ୍ତ ହେଇଥିବା ବେଳେ ଏହାର ପତ୍ର ମଧ୍ୟ ଅଧିକ ଲାଭଦାୟକ I ଆୟୁର୍ବେଦିକ ଅନୁଯାଇ ଏହା ବହୁତ ଔଷଧୀୟ ଅଟେ I ଅମୃତଭଣ୍ଡାର ରସକୁ ପି କିରି ଆପଣ ବହୁ ପ୍ରକାର ରୋଗକୁ ଦୂରେଇପାରିବେ I ଅମୃତଭଣ୍ଡାର ପତ୍ର ବହୁ ଔଷଧୀୟ ଗୁଣରେ ଭରା I

ଯେତେଭି ରୋଗ ଆପଣଙ୍କ ଦେହରେ ଅମୃତଭଣ୍ଡାର ପତ୍ରର ରସ ଲଗାଇଲେ ତାହା ଭଲ ହୋଇଯିବ I ଭଣ୍ଡାର ପତ୍ର ବହୁତ କଡା କିନ୍ତୁ ତା ଭିତରେ ବହୁତ କମାଲର ଗୁଣ ଲୁଚିରହିଛି I ଭଣ୍ଡାର ପତ୍ରରେ ଭିଟାମିନ-ଏ,ଭିଟାମିନ-ବି,ଭିଟାମିନ-ସି ,ଭିଟାମିନ-ଦି,ଭିଟାମିନ-ଇ ଓ ବହୁ ମାତ୍ରାରେ କ୍ୟାଲସିୟମ ଥାଏ I ଏହାର ରସ ଘାତକ ରୋଗ ତଥା କ୍ୟାନ୍ସର ,ଡେଙ୍ଗୁ ,ବ୍ଲଡ଼ ସୁଗାର ଯେଉଁ ପରଜୀବୀ ଯୋଗୁ ହୋଇଥାଏ ତାହାକୁ ଇଏ ନଷ୍ଟ କରିଦିଏ I ଇଏ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ I ତାଜା ଓ ଛୋଟ ପତ୍ର ଶରୀରରେ ଥିବା ଡେଙ୍ଗୁର ବିଷକୁ କାଢିଥାଏ

I ଭଣ୍ଡାର ରସକୁ ବାଟି କି ରୋଗୀକୁ ଦେଲେ ତାର ପ୍ଲେଟ ଲେଟ ବଢି଼ଥାଏ I ଜାଣିବା ଭଣ୍ଡାର ପତ୍ରରେ କେଉଁ କେଉଁ ରୋଗକୁ ଦୁରକରିପାରିବେ ଏଥିରେ କ୍ୟାନ୍ସରରୋଗ ବିଧି ଗୁଣ ଥାଏ ଯିଏ ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ I ସର୍ଭିକାଲ କ୍ୟାନ୍ସର ,ବ୍ରେଷ୍ଟ କ୍ୟାନ୍ସର ,ଅଗ୍ନାଶୟ ଓ ଜିଗର ହେବାରୁ ରୋକିଥାଏ I ବ୍ୟାକ୍ଟେରିଆକୁ ରୋକିଥାଏ ଓ ଏଥିରେ 50 ଆକ୍ଟିଭ ସାମଗ୍ରୀ ଥାଏ ଯିଏ ଫଙ୍ଗସ ,ବ୍ୟାକ୍ଟେରିଆ ,କୀଡା ,ପରଜୀବି ,କ୍ୟାନ୍ସର କୋଷିକାକୁ ବଢ଼ିବାରୁ ରୋକିଥାଏ I

ଏହି ପତ୍ରରେ ଥଣ୍ଡା ଭଳି ରୋଗ ସହିତ ଲଢ଼ିବାର ଶକ୍ତି ଅଛି I ରକ୍ତରେ w.b .c ଓ ପ୍ଲେଟଲେଟକୁ ବଢ଼ାଇଥାଏ I ଡେଙ୍ଗୁରେ ଇଏ ରାମବାଣ ଭଳି କାମ କରିଥାଏ ଓ ଡେଙ୍ଗୁ ସହ ଲଢ଼ିବା ପାଇଁ ଇଏ ବହୁତ ଲାଭଦାୟକ ହୋଇଥାଏ I ରୋଗର କଷ୍ଟକୁ ଦୂର କରିବାପାଇଁ ଏକ ପତ୍ରରୁ ରସ ବନାନ୍ତୁ ଯେଉଁଥିରେ ନିମ ,ଲୁଣକୁ ଏକ ଗ୍ଲାସ ପାଣି ରେ ମିସାନ୍ତୁ ଓ ତାପରେ ଗରମ କରନ୍ତୁ ଥଣ୍ଡା ହେଲାପରେ ତାକୁ ପିଅନ୍ତୁ ଆରାମ ମିଳିବ I ଭଣ୍ଡାର ରସ ରକ୍ତରେ ଥିବା ବ୍ଲଡ଼ ପ୍ଲେଟଲେଟକୁ ବଢ଼ାଇ ଥାଏ I ସେଥିଯୋଗୁ ଏହାକୁ ପ୍ରତିଦିନ ଦୁଇଚାମଚ ସେବନ କରନ୍ତୁ I ମୁହଁରେ ବ୍ରଣ ହେଉଥିଲେ ଆପଣ ଶୁଖିଲା ଭଣ୍ଡାର ପତ୍ର ନେଇ ଟିକେ ପାଣିରେ ମିଶାଇ ତାକୁ ପେଷ୍ଟ ବନାଇଦିଅନ୍ତୁ ଓ ସେହି ପେଷ୍ଟକୁ ନେଇ ମୁହଁରେ ଲଗାନ୍ତୁ ଓ କିଛି ସମୟ ପରେ ଧୋଇଦିଅନ୍ତୁ ଏହା କଲେ ମୁହଁରୁ ବ୍ରଣ ଚାଲିଯାଏ I

Leave a Reply

Your email address will not be published. Required fields are marked *