କାହିଁକି ହୁଏ ପାରାଲିସିସ୍ ? ଜାଣନ୍ତୁ କାରଣ ଏବଂ ନିରାକରଣ ..ପାରାଲିସିସ୍ ହେଲେ ସଙ୍ଗେ ସଙ୍ଗେ କରନ୍ତୁ ଏଇ ଗୋଟିଏ କାମ

ସାଧାରଣତଃ ପାରାଲିସିସ ବା ପକ୍ଷାଘାତ ଏବେକାର ଏକ ସମସ୍ୟା ହେଇଗଲାଣି I ଅଧିକାଂଶ ଲୋକଙ୍କ ଘରେ କେହି ନା କେହି ଏହି ରୋଗରେ ପଡିରହିଥିବାର ଆପଣ ଦେଖିଥିବେ I ତେବେ ଅନେକ ସମୟରେ ମନରେ ପ୍ରଶ୍ନ ଆସେ କି କାହିଁକି ହୁଏ ପାରାଲିସିସ୍ ?ଆସନ୍ତୁ ଜାଣିବା ଏହା ବିଷୟରେ I ଏହା ଏକ ବାୟୁ ଜନିତ ରୋଗ ଯାହାକି ଶରୀର ରେ କୌଣସି ଏକ ନିର୍ଦ୍ଧିଷ୍ଟ ଅଙ୍ଗକୁ କିଛିସମୟ ପାଇଁ ବା ସମ୍ପୂର୍ଣ୍ଣ ଅଚଳ କରିଦେଇଥାଏ ଅଟେ,ଏହାର ପ୍ରଭାବରେ ଅନୁଭବ କରିବା , ଶାରୀରିକ ପ୍ରତିକ୍ରିୟା, ଏସବୁ ସମ୍ଭବ ହେଇନଥାଏ I

ଏହା ସାଧାରଣତଃ 5ପ୍ରକାର ଅଟେ ,ଆର୍ଦ୍ଦିତ,ଏକାଙ୍ଗଘାତ,ସର୍ବାଙ୍ଗଘାତ, ବାଳ ପକ୍ଷାଘାତ Iଚିକିତ୍ସା :1)ଯଦି ହଠାତ ଆପଣଙ୍କ ପରିବାରରେ କାହାକୁ ପକ୍ଷାଘାତ ହୁଏ ତେବେ ବିଳମ୍ବ ନକରି ରୋଗୀକୁ ରସୁଣ ଏବଂ ମହୁ ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ରୋଗୀ ର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟଦକ୍ଷତା କ୍ଷମତା ବଢିଥାଏ ଏବଂଧୀରେ’ ଧୀରେ ରୋଗୀ ସୁସ୍ଥ ହେଇଥାଏ I ନିୟମିତ ରୋଗୀକୁ ରସୁଣ ଏବଂ ମହୁ ଦେବାକୁ ଭୁଲିବେନି I

2) ଯଦି ସମ୍ଭବ ହୁଏ ତତକ୍ଷଣାତ ଯେଉଁ ଜାଗାରେ ପକ୍ଷାଘାତ ହେଇଥାଏ ତାହାକୁ ତେଲରେ ଗୋଲମରିଚ ପକାଇ ଭଲଭାବରେ ମାଲିସ କରିବା ଦ୍ୱାରା ସୁଫଳ ମିଳିଥାଏ I

Leave a Reply

Your email address will not be published. Required fields are marked *