ଚଳିତ ୨୦୧୯ ନିର୍ବାଚନ ରେ ଲଢ଼ିବେ ନାହି ବୋଲି ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କଟକ- ଚୌଦ୍ଵାର ବିଧାୟକ ପ୍ରଭାତ ବିଶ୍ବାଳ।
ଏହା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ରେ ନା ଲଢ଼ିବା ତାଙ୍କର ନିଜର ନିଷ୍ପତି ଏବଂ ସେ ସର୍ବଦା ଦଳ ସହ ରହିବେ। ସେ ଏହା ମଧ୍ୟ କହିଛନ୍ତି ଯେ ସିବିଆଇ ମୋତେ ଚିଟ୍ ଫଣ୍ଡ କେଶ ରେ ଫସାଇବକୁ ଚେଷ୍ଟା କରୁଥିଲା ହେଲେ ତାହା ସବୁ ଭିତ୍ତିହୀନ ଏବଂ କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛି।