ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଆଜି ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ବହୁ ବରିଷ୍ଠ ବିଜେପି ନେତା ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗ ଦେଇଛନ୍ତି।
ଏହି ଯୋଗ ଦେବା ଉତ୍ସବ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବୈଜୟନ୍ତ ପଣ୍ଡା,ଅରୁଣ ସିଂ,ଅନୁ ଚୌଧୁରୀ,ସମୀର ମହାନ୍ତି,ବିଶ୍ଵ ଭୂଷଣ ହରିଚନ୍ଦନ,ଦାମୋଦର ରାଉତ,ବିଜୟ ମହାପାତ୍ର ଆଦି ନେତା ମାନେ ଉପସ୍ଥିତ ଥିଲେ।