କିନ୍ନର ମୀରା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି

ସବୁବେଳେ ଅନ୍ୟର ପରିହାସ ର ପାତ୍ର ହେଉଥିବା କିନ୍ନର ମାନଙ୍କ ପାଇଁ ପ୍ରଥମ ଥର ପାଇଁ ଅଣ୍ଟା ଭିଡ଼ିଥିଲେ କିନ୍ନର ମୀରା ପରିଡା I ଅନେକ ଝଡ ,ସମସ୍ୟା ସହି ଶେଷରେ ସଫଳତା ପାଇଥିଲେ କିନ୍ନର ମୀରା I ଆଜି ଓଡ଼ିଶାରେ କିନ୍ନର ସମାଜ ପାଇଁ ତାଙ୍କ ଅବଦାନ ଅନ୍ୟତମ ,କେବଳ କିନ୍ନର ମାନଙ୍କ ପାଇଁ ନୁହେଁ ସମାଜ ସେବାରେ ମଧ୍ୟ ମୀରା ଙ୍କ ଉପସ୍ତିତି ଦେଖିବାକୁ ମିଳେ I ତେବେ ପ୍ରଥମ ଥର ପାଇଁ ଓଡ଼ିଶାର ରାଜନୈତିକ ଦଳ ବିଜେଡି ରେ ସାମିଲ ହେଇଥିଲେ ମୀରା I ତେବେ ଗତକାଲି ମୀରା ଙ୍କୁ ବିଜେଡି ତରଫରୁ ଦିଆଯାଇଛି I ନୂଆ ଦାୟିତ୍ୱ । ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ପଦବୀ ଦିଆଯାଇଛି ମୀରା ଙ୍କୁ I

Leave a Reply

Your email address will not be published. Required fields are marked *