କାଠ ଚୁଲା ସହ ଫଟୋ ଦେଲେ ସମ୍ବିତ:ମୋଦି ଙ୍କ ଉଜ୍ଜଳା ର ଡିଣ୍ଡିମ ଅଡୁଆରେ

ପୁରୀ ରୁ ଲୋକ ସଭା ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ସମ୍ବିତ ପୁରୀ ରୁ ସୋସିଆଲ ମିଡ଼ିଆ ରେ ଦୈନିକ ଫଟୋ ପୋଷ୍ଟ୍ କରି ଅପଡେଟ ଦେବାରେ ବ୍ୟସ୍ତ ଥିବା ବେଳେ ଆଜି ତାଙ୍କ ଅଜାଣ ତେ ମୋଦି ଙ୍କୁ ହିଁ ସମାଲୋଚନା କରିଦେଇଛନ୍ତି ସମ୍ଭିତ୍।

ସମ୍ବିତ ଲୋକ ମାନଙ୍କର ନିକଟତର ହେବ ପାଇଁ ସାଧାରଣ ଲୋକ ମାନଙ୍କ ଘରକୁ ଯାଇ ତାଙ୍କ ହାତରୁ ଖାଇବା ଇତ୍ୟାଦି କାର୍ଯ୍ୟ କରି ସୋସିଆଲ ମିଡ଼ିଆ ରେ ଫଟୋ ଦେଉଛନ୍ତି।

ସମ୍ବିତ ଭୋଟ ପାଇଁ କରୁଥିବା କାର୍ଯ୍ୟ ଏବେ ତାଙ୍କୁ ହିଁ ଅସୁବିଧା ରେ ପକେଇ ଦେଇଛି।

ସମ୍ବିତ ଏକ ବୃଦ୍ଧା ଙ୍କ ଘରେ ଖାଦ୍ୟ ଖାଇ ତାହାର ଫଟୋ ଟୁଇଟର ରେ ପୋଷ୍ଟ କରିଛନ୍ତି ଯେଉଁଥିରେ କି ବୃଦ୍ଧା ଜଣଙ୍କୁ କାଠ ଚୁଲି ରେ ରୋଷେଇ କରି ସମ୍ବିତ ଙ୍କୁ ଖାଦ୍ୟ ପରସୁଚନ୍ତି।

ତେବେ ଏହି ଫଟୋ ମୋଦି ପ୍ରଚାର କରୁଥିବା ଉଜ୍ଜ୍ୱଳ ଯୋଜନା କୁ ପ୍ରଶ୍ନ ଉଠାଉଚି।

କୁଆଡେ ଗଲା ସେ ଉଜ୍ଜଲା ର ଗ୍ୟାସ୍ ? ମୋଦି ଙ୍କ ଯୋଜନା ଗୁଡିକ ର ସଫଳତା ଉପରେ ଏବେ ସୋସିଆଲ ମିଡିଆ ରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *