ଲୋକପ୍ରିୟ ନେତା ଆକାଶ ଙ୍କୁ ମିଳିଲାନି ଟିକେଟ

ଆଜି ବିଜେଡି ର 7ବିଧାନ ସଭା ପ୍ରାଥୀ ଙ୍କ ନାମ ଘୋଷଣା ସରିଥିବା ବେଳେ ଏଥିରେ ଆସୁଛି କୋରେଇ ଆସନ I ଯେଉଁଥିରେ କି ଆଶାୟୀ ଥିଲେ ଅଭିନେତା ରୁ ନେତା ସାଜିଥିବା ଆକାଶ ଦାସ ନାୟକ I 2014 ରେ ବିଜେଡି ରେ ସାମିଲ ହେଇ ସମସ୍ତଙ୍କ ଅତି ପ୍ରିୟ ପାତ୍ର ସାଜିଥିବା ଆକାଶ ଙ୍କୁ ଏଥରକ ଦଳ ଟିକେଟ ଦେଇନି I କିଛିଦିନ ଧରି ଚର୍ଚା ହେଉଥିଲା କି ଆକାଶ ଟିକେଟ ପାଇବେ ନାହିଁ ,ତାଙ୍କ ସ୍ଥାନରୁ ବବୀଙ୍କ ଭିଣେଇ ଅରିନ୍ଦମ ଙ୍କୁ ଟିକେଟ ମିଳିବ ,ତେବେ ଅରିନ୍ଦମ ଙ୍କୁ ତ ଟିକେଟ ମିଳିନି ,ଆକାଶ ଙ୍କୁ ମଧ୍ୟ ଟିକେଟ ମିଳିନାହିଁ I ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ବିଜେଡି ଟିକେଟ ମିଳିଛି I

Leave a Reply

Your email address will not be published. Required fields are marked *