ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦଙ୍କ ପତ୍ନୀ ଙ୍କ ପରଲୋକ

ପୋଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ଶର୍ମା ଙ୍କ ପତ୍ନୀ ତୁଷାର ଶର୍ମା ଙ୍କ ପତ୍ନୀ ଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ସମୟରେ ସେ ୫୨ ବର୍ଷ ବୟସ ର ହୋଇଥିଲେ। ଦୀର୍ଘ ଦିନ ଧରି ସେ ଫୁସ୍ ଫୁସ୍ ରୋଗ ରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀ ସ୍ଥିତ ଶ୍ରୀରାମ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ।

Leave a Reply

Your email address will not be published. Required fields are marked *