ଆଜିଠୁ ଆରମ୍ଭ ହେଇଛି ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ

ଆଜି ମଙ୍ଗଳବାର ଠାରୁ ଘଟଗାଁ ବାସିନୀ ମା ତାରିଣୀ ଙ୍କ ପୀଠରେ ପ୍ରସିଦ୍ଧ ଚଇତିପର୍ବ ଆରମ୍ଭ ହେଇଯାଇଛି I ମା ଙ୍କ ଚଇତିପର୍ବ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଙ୍କ ଭିଡ ଜମିବାରେ ଲାଗିଛି Iଚଇତିପର୍ବ ସହିତ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ଯୋଜନା ରହିଛି I ଆଜିଠାରୁ ଆରମ୍ଭ ହେଇଥିବା ମା ଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ପଣା ସଂକ୍ରାନ୍ତି ଦିନ ଉଦଯାପିତ ହେବ I ମନ୍ଦିର ଟ୍ରଷ୍ଟ ଏବଂ ପ୍ରସାଶନ ତରଫରୁ ମା ଙ୍କ କାର୍ଯ୍ୟକ୍ରମ ରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେନେଇ ବ୍ୟାପକ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *