ଭୁଲ ରେ ଏହି 13 ଟି ଜିନିଷ ଘରେ ରଖନ୍ତୁ ନାହିଁ ନଚେତ ସବୁବେଳେ ଅଶାନ୍ତି ଲାଗିରହିବ

ସାଧାରଣତଃ ଆମ ଆଖପାଖରେ ପରିବେଶ କୁ ସୁନ୍ଦର କରିବାକୁ ଆମେ ଅନେକ ଜିନିଷ ରଖିବାକୁ ପସନ୍ଦ କରିଥାଉ I ତେବେ ବେଳେବେଳେ ଆମ ଅଜାଣତରେ ଅନେକ ଜିନିଷ ଆମ ପାଇଁ ନକାରାତ୍ମକ ବା ଖରାପ ଶକ୍ତି ର ଉର୍ଜା ବୁହାଇଥାଏ I 1.ସିଜୁ ଗଛ :ସିଜୁ ବା କାକଟସ ଭଳି କଣ୍ଟା ଜାତୀୟ ଗଛ ଘରେ ରଖନ୍ତୁ ନାହିଁ I ସବୁ କଣ୍ଟା ଗଛ ଘର ପାଖରେ ନକାରାତ୍ମକ ଶକ୍ତି ବଢାଇଥାନ୍ତି I 2.ଭାସ୍ତୁ ଏକ୍ସପର୍ଟ ମାନେ କହିଛନ୍ତି କି କୃତ୍ରିମ ପ୍ଲାଣ୍ଟ ବାୟୁମଣ୍ଡଳକୁ ଧ୍ବଂସ କରିପାରେ କାରଣ ହେଉଛିକି ଏହା ସୂର୍ଯ୍ୟକିରଣ ଆସିବାକୁ ଅନୁମତି ଦିଏ I ଫେଙ୍ଗ ସୁଈଙ୍କ କହିବା ଅନୁସାରେ ଆର୍ଟିଫିସିଆଲ ଫୁଲ ବହୁତ ବଡ ସମସ୍ୟା ଅଟେ I 3.ତାଜମହଲ:

ତାଜମହଲର କୌଣସି ଫଟୋ ଘରେ ରଖନ୍ତୁ ନାହିଁ I ଏହା ଗୋଟେ ମୃତ୍ୟୁ ସଂକେତ I ଲୋକ ଭାବନ୍ତି ଦେଖିବାକୁ ଏହା ସୁନ୍ଦର ଅଟେ I ପ୍ରକୃତରେ ଏହା ମମତାଜର ମୃତ ଶରୀର ଓ ସାହାଜାନଙ୍କ ସ୍ତ୍ରୀ I ତେଣୁ ଏହାକୁ ଘରେ ରଖନ୍ତୁ ନାହିଁ I 4.ଭଙ୍ଗା ଜିନିଷ :ଯଦି ଆପଣଙ୍କର କିଛି ଭଙ୍ଗା ଜିନିଷ,ଫୁଲପାତ୍ର ଅଛି ଯାହା ମରାମତି ହୋଇନାହିଁ ତାହା ନକାରାତ୍ମକ ଶକ୍ତିକୁ ଆକର୍ଷଣ କରେ

I 5.ବେଡ଼ରୁମରେ ଚପଲ ରଖନ୍ତୁ ନାହିଁ :ବେଡ ତଳୁ ଦୂରେଇରଖନ୍ତୁ ସେହି ଜିନିଷ ଯାହା ମାଇଣ୍ଡ ଉପରେ ପ୍ରଭାବ ପକାନ୍ତି ଖାସ କରି ଚପଲ I ତେଣୁ ଭୁଲ ରେ ବି ଚପଲ କୁ ନିଜ ବେଡ଼ ରୁମ ରେ ରଖନ୍ତୁ ନାହିଁ I

6.ଚିତ୍ର କିମ୍ବା ପଶୁଙ୍କ ମୂର୍ତି : ପଶୁ ଏବଂ ପକ୍ଷୀଙ୍କ ଚିତ୍ର ଏବଂ ମୂର୍ତି ଯେପରିକି ଘୁଷୁରୀ,ସାପ,ଶାଗୁଣା, ପେଚା,ଗାଈ,ପାରା ଇତ୍ୟାଦିକୁ ଘରଠାରୁ ଦୁରେଇ ରଖନ୍ତୁ I ଭାସ୍ତୁ କୁହେକି ସିଂଗିଲ ପଶୁ କିମ୍ବା ପକ୍ଷୀ ଘରେ ରଖନ୍ତୁ ନାହିଁ I 7.ଭଙ୍ଗା ଅଇନା:ଘରେ ଭଙ୍ଗାଅଇନା ,ଭଙ୍ଗାଗ୍ଲାସ ,ଭଙ୍ଗାଛବି ଓ ଭଙ୍ଗାମୂର୍ତି ରଖନ୍ତୁ ନାହିଁ I 8.ରାମାୟଣ ଏବଂ ମହାଭାରତ :ରାମାୟଣ ଏବଂ ମହାଭାରତର ଯୁଦ୍ଧ ଫଟୋ ଘରେ ରଖନ୍ତୁ ନାହିଁ I 9.ଜଳପ୍ରବାହିତ ପଥର :ଘରକୁ ସଜାଇବାକୁ ସୁନ୍ଦର ଜଳପ୍ରବାହିତ ଛବି ରଖାଯାଏ ,କିନ୍ତୁ ଭାସ୍ତୁ ଅନୁସାର ଏହାକୁ ଘରେ ରଖିଲେ ଘରକୁ ଆସୁଥିବା ସକାରାତ୍ମକ ଶକ୍ତି ବେଶୀ ସମୟ ପର୍ଯ୍ୟନ୍ତ ରୁହେ ନାହିଁ I

10.ସୁଅରେ ଚାଲୁଥିବା ଡଙ୍ଗା :ଏହା ହଉଛି ଅନ୍ୟ ଏକ ଛବି ଯାହାକୁ ଘରେ ରଖନ୍ତୁ ନାହିଁ I ତାହା ରଖିଲେ ଘର ସଦସ୍ୟଙ୍କ ଭିତରେ ସମ୍ପର୍କକୁ ଖରାପ କରିଥାଏ I 11.ନକାରାତ୍ମକ ଛବି :ବିନା ଫଳ ବା ଫୁଲ ଥିବା ଗଛର ଛବି ରଖନ୍ତୁ ନାହିଁ I ଭୋକିଲା ଛବି,ବନ୍ଧା ହୋଇଥିବା ହାତୀ ,ଉଦାସ ଛବି ଘରେ ଝୁଲାନ୍ତୁ ନାହିଁ I 12.ହିଂସ୍ର ଜନ୍ତୁ : ,କାଠ ,ଧାତୁ ରେ ତିଆରି ବାଘ ,ହରିଣ ,ସିଙ୍ଗ, ଭାଲୁ,ବିଲୁଆ ଘରେ ରଖନ୍ତୁ ନାହିଁ I

13.ନଟରାଜ : ନଟରାଜ ଡ୍ୟାନ୍ସର ଛବି ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ କିନ୍ତୁ ମୁଦ୍ରାର ଦୁଇପାର୍ଶ୍ଵ ଯାଙ୍କ ସମାନ ରହିଥାଏ ଏହାର ଧ୍ୱଂସର ସଙ୍କେତକୁ ସୂଚାଉଛି I ଏହାର କାରଣ ହେଉଛି ଏହି ଡ୍ୟାନ୍ସ ତାଣ୍ଡବ ନୃତ୍ୟ ସହ ମିଶୁଛି I ତେଣୁ ଏହାକୁ ଘରେ ରଖନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *