ଭୋଟ୍‌ ମାଗିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟିକା ,ଲୋକେ କହିଲେ ୫ ବର୍ଷ ର ହିସାବ ଦିଅ

ନିର୍ବାଚନ ପାଇଁ ଭୋଟ ମାଗିବାକୁ ଯାଇ ହଟହଟା ହେଇଛନ୍ତି ବିଜେଡି ପ୍ରାଥୀ I ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସୂଚନା ଅନୁଯାଇ ବିଜେଡି ର ଟିଟିଲାଗଡ଼ ବିଧାୟିକା ପ୍ରାଥୀନି ଟୁକୁନି ସାହୁ ଶିଭ୍ରଟାପଡ଼ା ଗ୍ରାମକୁ ପ୍ରଚାର କରିବାକୁ ଯାଇଥିବା ସମୟରେ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ I ଏବଂ ପାଞ୍ଚ ବର୍ଷ ହେଲା କୁଆଡେ ଥିଲେ ବୋଲି ପ୍ରଶ୍ନ କରିଥିଲେ I ୫ ବର୍ଷ ମଧ୍ୟରେ କଣ କଣ ସବୁ ଗାଁ ଲୋକମାନଙ୍କ ପାଇଁ କାମ କରିଛନ୍ତି ତା ର ହିସାବ ମାଗିଥିଲେ ଗାଁ ବାସି Iଟୁକୁନି ଙ୍କ ସହିତ ଯାଇଥିବା ଅନ୍ୟ ନେତା ମାନେ ମଧ୍ୟ ହଟହଟା ହେବାର ଭଡ଼ିଓ ରେ ଦେଖାଯାଇଛି I

ଲୋକଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଁ ଲୋକେ ବୁଝିନଥିଲେ I ସୂଚନା ଥାଉ କି ୨୦୧୪ରେ ଟୁକୁନି ସାହୁ ବିଜେଡି ଟିକେଟ୍‌ରେ ବିଜୟୀ ହେଇ ବିଧାୟିକା ହେଇଥିଲେ ଏବଂ ଏଥରକ ମଧ୍ୟ ସେ ଟିକେଟ ପାଇଛନ୍ତି I

Leave a Reply

Your email address will not be published. Required fields are marked *