ଛୁଟି ନମିଳିବାରୁ ମୋଦିଙ୍କୁ ଭୋଟ ଦେବା ପାଇଁ ଅଷ୍ଟ୍ରେଲିଆରୁ ଚାକିରୀ ଛାଡି ପଳାଇ ଆସିଲେ ଯୁବକ

ଚାଲିଛି ନିର୍ବାଚନ ସମୟ I ପୁଣିଥରେ ମୋଦି ସରକାର ର ନାରା ହେଉଥିବା ବେଳେ ,ସମସ୍ତେ ଚାଁହୁଛନ୍ତି ପୁନର୍ବାର ମୋଦି ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ Iକେବଳ ଦେଶ ନୁହେଁ ବିଦେଶ ରେ ମଧ୍ୟ ମୋଦିଙ୍କ ପ୍ରସଂଶକ ରହିଛନ୍ତି I ତେବେ ମୋଦିଙ୍କୁ ଭୋଟ ଦେବାକୁ ଜଣେ ଯୁବକ ନିଜ ଚାକିରୀ ଛାଡି ଅଷ୍ଟ୍ରେଲିଆ ଛାଡି ଆସିବା ଏଵେ ଚର୍ଚ୍ଚାର ବିଷୟ ପାଲଟିଛି I

ସୂଚନା ଅନୁଯାଇ ଶୁଙ୍ଘିନ୍ଦ୍ର ହେଵର ନାମକ ଜଣେ ଭାରତୀୟ ଯୁବକ ସିଡନୀ ବିମାନବନ୍ଦରରେ ସ୍କ୍ରିନିଙ୍ଗ ଅଫିସର ଭାବେ କାମ କରନ୍ତି |ଭାରତୀୟ ନାଗରିକ ହିସାବରେ ସେ ଚାଁହାନ୍ତି ଯେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତୁ I

ସେଥିପାଇଁ ନିଜର ବହୁମୂଲ୍ୟ ମତାମତ ଦେବାକୁ ଛୁଟି ମାଗିଥିଲେ ,କିନ୍ତୁ ତାଙ୍କୁ ଛୁଟି ମିଳିଥିଲା ଫଳରେ ସେ ବାଧ୍ୟ ହେଇ ନିଜ ଚାକିରୀ ଛାଡି ଦେଇ ଭାରତ ଚାଲିଆସିଛନ୍ତି I ସେ କହିଛନ୍ତି ଯେ ମୋଦି ଙ୍କ ଯୋଗୁଁ ଭାରତ ଆଜି ଅନ୍ତରାଷ୍ଟ୍ରୀୟ ରେ ନିଜର ସ୍ତିତି ସୁଦୃଢ କରିପାରିଛି ତେଣୁ ପୁଣିଥରେ ମୋଦି ଆସିବା ଦରକାର I

Leave a Reply

Your email address will not be published. Required fields are marked *