ବିଜେପି ଛାଡି ବିଜେଡି ରେ ମିଶିଥିଲେ ,ବିଜେଡି ଟିକେଟ ନଦେବାରୁ ପୁଣି ବିଜେଡି ଛାଡିଲେ ସୁଷମାରାଣୀ

ପ୍ରାଥୀ ଘୋଷଣା ପୂର୍ବରୁ ବହୁ ନେତାଙ୍କୁ ଦଳ ବଦଳ କରିବାକୁ ପଡିଥିଲା I ବିଜେଡି ରୁ ବିଜେପି ତ ଆଉ କିଏ ବିଜେପି ରୁ ବିଜେଡି ଡେଇଁଥିଲେ ,କିଛି ଟିକେଟ ପାଇଥିଲେ ତ ଆଉ କିଛି ଟିକେଟ ପାଇନଥିଲେ

I ତେବେ ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ରୁ ଟିକେଟ ନମିଳିବା ଆଶାରେ ବିଜେପି ଛାଡିଥିଲେକିନ୍ତୁ ବିଜେଡି ରୁ ଟିକେଟ ନମିଳିବାରୁ ପୁଣି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁଷମାରାଣୀ ବିଶ୍ୱାଳ I ଗତକାଲି ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ବିଜେଡି ଛାଡିଥିବା ଘୋଷଣା କରିଥିଲେ I

ଏବଂ ଆଗାମୀ ଦିନରେ ବିଜେଡି ବିରୁଧରେ ବୁଲି ବୁଲି ପ୍ରଚାର କରିବେ ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *