ଅସହ୍ୟ ହେଲା ଖରା ,ଏପ୍ରିଲ ୧୮ରୁ ଖରାଛୁଟି,ବନ୍ଦ ରହିବ ସମସ୍ତ ସ୍କୁଲ

ଦିନକୁ ଦିନ ବଢିଚାଲିଥିବା ଖରାରେ ଅସହ୍ୟ ଗ୍ରୀଷ୍ମ ତାତି ପାଇଁ ଏପ୍ରିଲ ୨ ତାରିଖ ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ କୁ ସକାଳୁଆ କରିଦିଆଯାଇଥିଲା I ଯାହାକି ମେ’ ୬ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରାଯାଇଛି I ଆସନ୍ତା ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି କରାଯିବା ନେଇ ଆଜି ବିଦ୍ଧିବଦ୍ଧ ଭାବରେ ସରକାର ଙ୍କ ତରଫରୁ ଘୋଷଣା କରାଯାଇଛି I

Leave a Reply

Your email address will not be published. Required fields are marked *