ଓଡ଼ିଶା ଆସିବା ମୋ ପାଇଁ ତୀର୍ଥ ଯାତ୍ରା: ଓଡ଼ିଶା ରେ ମୋଦି

ଓଡ଼ିଶା ଗସ୍ତ ରେ ମୋଦି ଆସି ଆଜି ଝାରସୁଗୁଡ଼ା ବିମାନ ବନ୍ଦର ରେ ପହଞ୍ଚିଲା ପରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ରେ ପହଞ୍ଚିଥିଲେ ମୋଦି।

ସଭା ରେ ପହଞ୍ଚିଲା ପରେ ଜୟ ଜଗନ୍ନାଥ କହୀ ଭାଷଣ ଆରମ୍ଭ କରିଥିଲେ ମୋଦି। ଓଡ଼ିଶା ଆସିବା ମୋ ପାଇଁ ତୀର୍ଥ ଯାତ୍ରା ସମାନ ବୋଲି ମଧ୍ୟ କହିଥିଲେ ମୋଦି।

ଏହା ସହ ସହ ଚୋକିଦର୍ ପ୍ରତି ଲୋକ ମାନଙ୍କ ଭଲ ପାଇବା ଦେଖି ବିରୋଧୀ ଙ୍କ ଡର ବଢ଼ି ଯାଇଛି। ଏହା ସହ ସହ ଟଙ୍କିକିଆ ଚାଉଳ ଭାରତ ସରକାର ଙ୍କ ର। ଓଡ଼ିଶା ସରକାର ଙ୍କ ମାତ୍ର ୨ ଟଙ୍କା ଅବଦାନ ଏଥି ପାଇଁ ଅଛି ।

ଏହା ସହ ଶାସକ ଦଳ କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଯିଏ ନିଜେ ଚିଟ୍ ଫଣ୍ଡ ରେ ବୁଡି ରହିଛନ୍ତି ସିଏ କେମିତି ଓଡ଼ିଶା ବାସି ମାନଙ୍କ ଦୁଃଖ ବୁଝିବେ।

ଶେଷ ରେ ଉପସ୍ଥିତ ଥିବା ଜନତା ମାନକୁ ଓଡ଼ିଆ ରେ ସଂକଳ୍ପ କରାଇଛନ୍ତି ମୋଦି।

Leave a Reply

Your email address will not be published. Required fields are marked *