ଶୋଇବା ସମୟରେ ରାତିରେ କାନରେ ରଖିଦିଅନ୍ତୁ ଏକ କୁଳା ରସୁଣ ଆଉ ଦେଖନ୍ତୁ ଚମତ୍କାର

ରସୁଣ ଏକ ଚମତ୍କାରୀ ଜିନିଷ I ସେଥିପାଇଁ ରସୁଣ କୁ ବ୍ୟବହାର କରାଯାଏ I ସମସ୍ତେ ଜାଣିଛନ୍ତି ରସୁଣର ଏକ କୁଳା ତରକାରୀରେ ପକାଇଲେ ତାର ସ୍ୱାଦ ବଢିଯାଏ ତା ସହିତ ଏହା ଶରୀର ପାଇଁ ବହୁତ ଫାଇଦା ମଧ୍ୟ ହୋଇଥାଏ I ଏହାର ଏକ କୁଳା ରସୁଣ କାନରେ ରଖିଲେ ବହୁ ରୋଗରୁ ମୁକ୍ତି ମିଳିଥାଏ I ରସୁଣକୁ କାନରେ ରଖି ରାତିରେ ଶୋଇଲେ ଏମିତି ଚମତ୍କାର ଦେଖିବାକୁ ମିଳିବ ଆପଣ ବିଶ୍ୱାସ କରିପାରିବେ ନାହିଁ I ପ୍ରଥମ ଫାଇଦା ଯଦି ଆପଣଙ୍କ କାନ ବିନ୍ଧା ହେଉଛି ରସୁଣ ରଖିବା ଫଳରେ ବିନ୍ଧା ଦୂର ହେଇଯିବ I

ଯଦି ଆପଣଙ୍କୁ ବହୁ ଜୋରରେ ଜର ହୋଇଛି ଔଷଧ ନେବା ଫଳରେ ଭି ଭଲ ହେଉନି ତ ଆପଣ ରସୁଣର ବ୍ୟବହାର କରିପାରିବେ I ରସୁଣକୁ କାନରେ ରଖିବା ଫଳରେ କିଛି ସମୟ ପରେ ଆପଣଙ୍କର ଜର ଭଲ ହୋଇଯିବ I ଯଦି କାନ କୁଣ୍ଡେଇ ହେଉଥାଏ ତାହେଲେ ଏହା ବ୍ୟବହାର କଲେ କାନ କୁଣ୍ଡେଇବା କମିଯାଏ I

ଯଦି ଆପଣଙ୍କ କାନ ଭିତରେ କୌଣସି ବ୍ୟାକ୍ଟେରିଆ ବା ଇନଫେକ୍ସନ ଅଛି ତା ପାଇଁ ଏହା ବହୁତ ଫାଇଦା ହୋଇଥାଏ I ଆପଣ ଜାଣିଥିବେ ରସୁଣ ଏକ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ ରସୁଣକୁ କାନରେ ରଖିଲେ ବ୍ୟାକ୍ଟେରିଆ ଖତମ ହୋଇଯାଏ ଓ ଧୀରେ ଧୀରେ ଇନଫେକ୍ସନ ଭି ଭଲ ହୋଇଯାଏ I

Leave a Reply

Your email address will not be published. Required fields are marked *