ସବୁଠାରୁ ବଡ ଧନୁର୍ଦ୍ଧର ଏକଲବ୍ୟ ଙ୍କୁ ଏହି କାରଣ ପାଇଁ କୃଷ୍ଣ ମାରିଥିଲେ

ମହାଭାରତର ଏକ ମହାନ ଯୋଦ୍ଧା ଥିଲେ I ଇତିହାସ ତାଙ୍କୁ ପୁରା ଭାବରେ ଭୁଲିଯାଇଛି I ସମସ୍ତଙ୍କୁ ଜଣା ଅଛିଯେ କେମିତି ଦ୍ରୋଣ ତାଙ୍କ ଆଙ୍ଗୁଠି ମାଗିଥିଲେ ସେବେଠୁ ଏକଲବ୍ୟ ଠିକି ରେ ଧନୁ ଚଳାଇପାରିଲେ ନାହିଁ ଓ ଅର୍ଜୁନ ବିଶ୍ୱର ସବୁଠୁ ଶ୍ରେଷ୍ଠ ଧନୁର୍ଦ୍ଧର ହେଇଗଲେ I କିନ୍ତୁ ଏହାପରେ ଏକଲବ୍ୟଙ୍କ କଣ ହେଲା ଆପଣମାନେ ଜାଣିନଥିବେ ଯେ ଏକଲବ୍ୟ କୃଷ୍ଣଙ୍କ ଭାଇ ଥିଲେ ଓ ଦେବଶର୍ମାଙ୍କ ପୁତ୍ର ଥିଲେ I ଏକ କଥା ଅନୁସାରେ ଏକଲବ୍ୟ ବଣରେ ହଜିଯାଇଥିଲେ ଓ ସିଏ ହିରଣ୍ୟରାଜାଙ୍କୁ ମିଳିଯାଇଥିଲେ ଏକଲବ୍ୟ ଆଙ୍ଗୁଠି ଦାନ କରିବାପରେ ସେ ପିତା ହିରଣ୍ୟ ପାଖକୁ ଚାଲି ଆସନ୍ତି ଓ ସେ ଜରାଷନ୍ଧ ର ସେନାପତି ଵନିଯାଅନ୍ତି

I ଏକଲବ୍ୟ ବିନା ଆଙ୍ଗୁଠିରେ ଧନୁ ଚଳାଇବା ଶିଖିଗଲେ I ଏକଲବ୍ୟ ଆଧୁନିକ ଧନୁର୍ବିଦ୍ୟାର ଆବିଷ୍କାର କରିଥିଲେ ଯେଉଁଥିରେ ମଣିଷ ବିନା ଆଙ୍ଗୁଠିରେ ଧନୁ ଚଳାଇପାରିବ I ଯେତେବେଳ ଏକଲବ୍ୟଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା ସେତେବେଳେ ପୁରା ରାଜ୍ୟ ତାଙ୍କ ହାତକୁ ଚାଲିଆସିଲା I ବିଷ୍ଣୁ ପୁରାଣ ଅନୁସାରେ ଯେତେବେଳେ ଜାରାଷନ୍ଧ ମଥୁରା ଉପରେ ଆକ୍ରମଣ କଲା ଓ ଏକଲବ୍ୟ ତାଙ୍କ ତରଫରୁ ଲଢ଼ିଥିଲେ ଓ ଶତ୍ରୁ ସଂଘାର କଲେ I

ସେତେବେଳ କୃଷ୍ଣ ଏକଲବ୍ୟଙ୍କୁ ଚାରି ଆଙ୍ଗୁଠିରେ ଧନୁ ଚଳାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ କୃଷ୍ଣ କ୍ରୋଧିତ ହୋଇ ଏକଲବ୍ୟଙ୍କୁ ମାରିଦେଇଥିଲେ I ଏକଲବ୍ୟଙ୍କ ଏକ ପୁତ୍ର ଥିଲା ତାଙ୍କ ନାଁ ଥିଲା କେତୁମାନ I କୃଷ୍ଣ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର ବନେଇବାକୁ ଚାହୁଁଥିଲେ ସେଥିପାଇଁ ସେ ଏକଲବ୍ୟକୁ ମାରିଦେଲେ ,ଅପରପକ୍ଷରେ ଜରାସନ୍ଧ ଥିଲା କୃଷ୍ଣ ଙ୍କ ପରମ ଶତ୍ରୁ ଯିଏକି ଅନ୍ୟାୟ କୁ ସାଥ ଦେଉଥିଲା ତେଣୁ ଏକଲବ୍ୟ ଅନ୍ୟାୟ ସହିତ ରହିଥିବାରୁ ବାଧ୍ୟ ହେଇ କୃଷ୍ଣ ତାଙ୍କୁ ହତ୍ୟା କରିଥିଲେ I

Leave a Reply

Your email address will not be published. Required fields are marked *