ସୋନିଆ ଙ୍କ ପାଦ ଛୁଇଁ ପ୍ରଣାମ କଲେ ମୋଦି ,ସୋସିଆଲ ମିଡିଆରେ ଫୋଟୋ ଭାଇରଲ ,ଜାଣନ୍ତୁ କଣ ସତ

ସୋସିଆଲ ମିଡିଆରେ ଏବେ ଏକ ଫୋଟୋ ଭାଇରଲ ହେବାରେ ଲାଗିଛି କି ମୋଦି ସୋନିଆ ଗାନ୍ଧୀ ଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି I ଫୋଟୋ କୁ ନେଇ ସବୁ ମହଲରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I ପ୍ରଧାନମନ୍ତ୍ରୀ କାହିଁକି ସୋନିଆଙ୍କୁ ପ୍ରଣାମ କଲେ ? ତେବେ ଘଟଣାର ତଦନ୍ତ ପରେ ଜଣାପଡିଥିଲା କି ପ୍ରକୃତ ରେ ଏହା ସତ ନୁହେଁ I ଏହାକୁ ଏଡିଟ କରି ଛଡା ଯାଇଛି I ସୂଚନା ଅନୁଯାଇ ୨୦୧୩ ମସିହାରେ ମୋଦି ଏକ ମଞ୍ଚ ରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଣାମ କରିଥିଲେ

I ସେହି ଫୋଟୋକୁ ଫୋଟୋଶପ ରେ ଏଡିଟ କରାଯାଇ ବର୍ତମାନ ଭାଇରଲ କରାଯାଉଛି I

Leave a Reply

Your email address will not be published. Required fields are marked *