ଚୌକିଦାର ଚୋର ହେ’ ବୟାନ ପାଇଁ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାହୁଲ ଗାନ୍ଧୀ

ମୋଦିଙ୍କ ବିପକ୍ଷରେ ଟ୍ରେଣ୍ଡ କରୁଛି ରାହୁଲ ଗାନ୍ଧୀଙ୍କ କଟାକ୍ଷ ଚୌକିଦାର ଚୋର ହେ ;I ତେବେ ଏହି କଟାକ୍ଷ ରାହୁଲ ଙ୍କୁ ମହଙ୍ଗା ପଡିଛି I ଏନେଇ କ୍ଷମା ମାଗିଛନ୍ତି ରାହୁଲ ଗାନ୍ଧୀ I ରାଫେଲ ମାମଲାରେ ସୁପ୍ରିମକୋର୍ଟରେ ଉପସ୍ଥିତ ରହି ରାହୁଲ କହିଛନ୍ତି ଯେ ସେ ଉତ୍ତେଜିତ ହେଇ ପ୍ରଧାନମନ୍ତ୍ରୀ ଙ୍କ ବିପକ୍ଷରେ ଏପରି ବୟାନ ରଖିଥିଲେ ଏଥିପାଇଁ ସେ କ୍ଷମା ପ୍ରାଥନା କରୁଛନ୍ତି I ସୂଚନା ଥାଉ କି ରାହୁଲ ଙ୍କ ଚୌକିଦାର ଚୋର ହେ କଟାକ୍ଷ ବିଜେପି ସାଂସଦ ମିନାକ୍ଷୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଇ ପ୍ରଧାନମନ୍ତ୍ରୀ ଙ୍କ ଅବମାନନା ହେଇଥିବା ନେଇ ଅଭିଯୋଗ କରିଥିଲେ |

ସୁପ୍ରିମ କୋର୍ଟ ଏହାର ଶୁଣାଣି କରି ମୋଦିଙ୍କ ଅବମାନନା ହେଇଥିବା ହୃଦୟଙ୍ଗମ କରି ରାହୁଲଙ୍କୁ ସୁପ୍ରିମକୋର୍ଟ ରେ ହାଜିର ହେବାକୁ ନୋଟିସ ଜାରି କରିବା ପରେ ରାହୁଲ କ୍ଷମା ମାଗିଛନ୍ତି I

Leave a Reply

Your email address will not be published. Required fields are marked *