ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି କର୍ମୀ ଙ୍କ ମରଣାନ୍ତକ ଆକ୍ରମଣ,15 କର୍ମୀ ଆହତ

ଗତକାଲି କେନ୍ଦୁଝର ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି I ପିସିସି ସଭାପତି ନିରଞ୍ଜନ ପଟନାୟକ ଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଛି I ଆକ୍ରମଣ ରେ ନିରାବଣଜନ`ନିରଞ୍ଜନ ଆହତ ହେଇଥିବା ବେଳେ 15ରୁ ଉର୍ଧ କର୍ମୀ ଆହତ ହେଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I ସୂଚନା ଅନୁଯାଇ ଗତକାଲି ଘସିପୁରାରେ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଙ୍କ ସହିତ ନିରଞ୍ଜନ ଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏଥିରେ 10ରୁ ଉର୍ଧ ଗାଡି ଭାଙ୍ଗି ଯାଇଥିବା ବେଳେ ନିରଞ୍ଜନ ଙ୍କ ସମେତ କର୍ମୀ ମାନେ ଆହତ ହେଇଛନ୍ତି I

ଏହି ଘଟଣାରେ ବିଜେଡି କର୍ମୀ ଏବଂ ବଦ୍ରି ପାତ୍ର ଙ୍କ ପୁଅର ସମ୍ପୃକ୍ତି ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି I ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *