ଭିଭିପିଏଟି ଭୋଟିଂ ମେଶିନରୁ ବାହାରିଲା ସାପ

ଆଜି ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ କେରଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I କେରଳର କନ୍ନୁର ଜିଲ୍ଲାରେ ମତଦାନ ହେଉଥିବା ସମୟରେ ବୁଥ୍ ରେ ଥିବା ଭିଭିପିଏଟି ମେସିନ ରେ ମତଦାତା ନିଜର ମତ ଦେବାକୁ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା ଏକ ଚକିତ କର ଘଟଣା I ମେସିନ ଭିତରେ ଥିଲା ଏକ ସାପ ଭୟରେ ସେଠାରେ ଥିବା ସାଧାରଣ ଲୋକ ଛତ୍ରଭଙ୍ଗ ଦେଇଥିଲେ ତେବେ କିଛିସମୟ ମଧ୍ୟରେ ମେସିନ ରୁ ସାପ କୁ ବାହାର କରିଦିଆଯାଇଥିଲା I

Leave a Reply

Your email address will not be published. Required fields are marked *