ନିଜ ଥାନାକୁ ବଦଳି ହେଇ ଆସିଥିବା ଆଇପିଏସ ପୁଅକୁ କନେଷ୍ଟବଳ ପିତା ଗର୍ବର ସହ ସାଲୁଟ କଲେ

ସବୁ ମାଆବାପାଙ୍କ ଗୋଟେ ଚେଷ୍ଟା ଥାଏକି ସିଏ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବେ I ସେମାନେ ଜୀବନରେ ଭଲ ପଦବୀରେ ରହିପାରିବେ I ନିଜ ପୁଅକୁ ନିଜଠାରୁ ଭି ଉଚ୍ଚ ସ୍ଥାନରେ ରଖିବାକୁ ସପ୍ନ ଦେଖିଥିଲେ ଲଖନଉ ର ଏକ ହାବିଲଦାର ଓ ସେହି ସ୍ୱପ୍ନକୁ ପୁରା କରି ଦେଖାଇଲେ ତାଙ୍କ ପୁଅ I ଜନାର୍ଦନ ଏକ ହାବିଲଦାର ଥିଲେ ,ତାଙ୍କ ପୁଅର ଶିକ୍ଷା ଉପରେ ଧ୍ୟାନ ଦେଲେ ଓ ତାଙ୍କର ପରିଶ୍ରମ ଫଳରେ ତାଙ୍କ ପୁଅ ଆଜି ଆଇ.ଏସ.ଅଫିସର ବନିଗଲେ I ଏତିକି ନୁହଁ ଯେଉଁ ଜେଲ ରେ ଜନାର୍ଦନ ହାବିଲଦାର ଥିଲେ ସେହି ଜେଲେରେ ତାଙ୍କ ପୁଅ ସବୁଠାରୁ ବଡ ଅଧିକାରୀ ଅନୁପ କୁମାର ସିଂ I ଜନାର୍ଦନ ତାଙ୍କ ପୁଅ ସହିତ କାମ କରି ଛାତି ଗର୍ବରେ ଚୌଡା ହେଉଯାଉଛି I ତାଙ୍କୁ ବହୁତ ଖୁସି ଲାଗୁଛି କି ତାଙ୍କ ପୁଅ ଜେଲେରେ ସବୁଠୁ ବଡ ଅଧିକାରୀ I

ଅନୁପ କୁମାର ସିଂଙ୍କ ଟ୍ରାନ୍ସପର ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ ଲକ୍ଷ୍ଣଔକୁ କରାଗଲା ଓ ସେହି ଜାଗାରେ ଜନାର୍ଦନ କନେଷ୍ଟବଳ ରୂପରେ କାମ କରୁଥିଲେ I ତାଙ୍କ ଆଇପିଏସ ପୁଅ ସହ କାମ କରି ଜନାର୍ଦନ ବହୁତ ଖୁସି ଥିଲେ I ଯେତେବେଳେ ପ୍ରଥମ ଥର ତାଙ୍କ ପୁଅ ତାଙ୍କ ସାମ୍ନାକୁ ବଡ ଅଧିକାରୀ ବନିକି ଆସିଲେ ଜନାରଦନ ଗର୍ବର ସହ ତାଙ୍କ ପୁଅଙ୍କୁ ସାଲୁଟ କଲେ I ତାଙ୍କ ପୁଅକୁ ଲକ୍ଷ୍ଣଔରେ ଏସ.ପି ରୂପରେ ଦେଖି ତାଙ୍କ ଆଖିରୁ ଲୁହ ଆସିଗଲା I ଜନାର୍ଦନ ତାଙ୍କ ପୁଅ ଉପରେ ଗର୍ବ କରି କହିଲେ ମୁ ଆଜି ବହୁତ ଖୁସିକି ମୋ ପୁଅ ଏତେ ବଡ ପଦରେ ମୁ ଏଥିପ୍ରତି ଧ୍ୟାନ ଦେବୀ କେବେବି କର୍ତବ୍ୟ ମଝିରେ ସମ୍ପର୍କ ନଆଣିବାକୁ I ସେଇଠି ଅନୁପ ନିଜ ବାପାଙ୍କ ସଂଘର୍ଷକୁ ମନେପକେଇଲେ ଓ କହିଲେ ଆଜି ଯାହାଭି ଅଛି ସେ ସବୁ ମୋ ବାପାଙ୍କର ଧନ I ଅନୁପଙ୍କ ଅନୁସାରେ ତାଙ୍କ ବାପା କେବେବି ପଢ଼ାରେ କମି ରଖିନାହାନ୍ତି ଓ ତାଙ୍କ ବାପା ଭଉଣୀର ପଢା ଉପରେ ଭି ଧ୍ୟାନ ରଖିଛନ୍ତି I ଅନୁପ ଏକ ଇନରଭିୟୁ ରେ କହିଲେ ତାଙ୍କ ବାପା ସାଇକେଲ ଉପରେ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ବସାଇ ସ୍କୁଲ ନେଇଯାଉଥିଲେ I ସେହି ସମୟରେ ତାଙ୍କ ଦରମା ଅଧିକ ନଥିଲା I

ପିତାଙ୍କ ଶିକ୍ଷା ତାଙ୍କୁ ପହଁଚେଇଲା ସେହି ଲକ୍ଷରେ I ଅନୁପଙ୍କ ଅନୁସାରେ ଛୋଟବେଳେ ତାଙ୍କ ପିତା ତାଙ୍କୁ ଶିକ୍ଷା ଦେଇଥିଲେ କୌଣସିଭି କାମ ଛୋଟ ବା ବଡ ହୋଇନଥାଏ I ଆପଣ କୌଣସିଭି କାମ କରୁଛନ୍ତି ସେହି କାମ ଉପରେ 100%ପୁରା କରିବା ଦରକାର I ଜନାର୍ଦନଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଆଜି ପୁଅକୁ ସେହି ପଦରେ ପହଁଚେଇଛି I

Leave a Reply

Your email address will not be published. Required fields are marked *